• ClipSaver
  • dtub.ru
ClipSaver
Русские видео
  • Смешные видео
  • Приколы
  • Обзоры
  • Новости
  • Тесты
  • Спорт
  • Любовь
  • Музыка
  • Разное
Сейчас в тренде
  • Фейгин лайф
  • Три кота
  • Самвел адамян
  • А4 ютуб
  • скачать бит
  • гитара с нуля
Иностранные видео
  • Funny Babies
  • Funny Sports
  • Funny Animals
  • Funny Pranks
  • Funny Magic
  • Funny Vines
  • Funny Virals
  • Funny K-Pop

Balijatra Cuttack 2024 // ବାଲିଯାତ୍ରା କଟକ 2024 скачать в хорошем качестве

Balijatra Cuttack 2024 // ବାଲିଯାତ୍ରା କଟକ 2024 1 год назад

скачать видео

скачать mp3

скачать mp4

поделиться

телефон с камерой

телефон с видео

бесплатно

загрузить,

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
Balijatra Cuttack 2024 // ବାଲିଯାତ୍ରା କଟକ 2024
  • Поделиться ВК
  • Поделиться в ОК
  •  
  •  


Скачать видео с ютуб по ссылке или смотреть без блокировок на сайте: Balijatra Cuttack 2024 // ବାଲିଯାତ୍ରା କଟକ 2024 в качестве 4k

У нас вы можете посмотреть бесплатно Balijatra Cuttack 2024 // ବାଲିଯାତ୍ରା କଟକ 2024 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:

  • Информация по загрузке:

Скачать mp3 с ютуба отдельным файлом. Бесплатный рингтон Balijatra Cuttack 2024 // ବାଲିଯାତ୍ରା କଟକ 2024 в формате MP3:


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу страницы.
Спасибо за использование сервиса ClipSaver.ru



Balijatra Cuttack 2024 // ବାଲିଯାତ୍ରା କଟକ 2024

Balijatra Cuttack 2024 // ବାଲିଯାତ୍ରା କଟକ। 2024#youtubevideo #balijatra Query in ବାଲିଯାତ୍ରା କଟକ ଓଡ଼ିଶା ର ଗୋଟେ major ବୋଇତ ବନ୍ଦାଣ Festival , ଏହା କାର୍ତ୍ତିକ ପୂର୍ଣ୍ଣିମା ଦିନ ଠାରୁ ସାତ ଦିନ ଧରି ଏଠାରେ ଅନୁଷ୍ଠିତ ହୁଏ। ଏହା ହେଉଛି Asians Largest Open Trade Fair, ଏହା ଓଡ଼ିଶାର ପୂର୍ବ ତଟ ରେ କଟକ ର ଗଡ଼ଗଡ଼ିଆ ଘାଟ ଠାରେ ମହାନଦୀ ପଠା ରେ ଅନୁଷ୍ଠିତ ହୋଇଥାଏ। ଯେତେେଳେ ଓଡ଼ିଶାର ସାଧବ ପୁଅ ନୌ ବାଣିଜ୍ୟ ସାହାଯ୍ୟରେ ବିଦେଶକୁ ଯାଇ ବେପାର ବଣିଜ କରିଥାନ୍ତି। ଯଥା Sumitra, Bali, ଯାହାକୁ ଏବେ Java ନାମରେ ନାମିତକରାଯାଇଛି Indonesia, ଏବଂ Srilanka. ଏହି Festival ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ଠାରୁ ଆରମ୍ଭ ହୋଇ ସାତ ଦିନ ଧରି ମେଳା ଆୟୋଜନ ହୋଇଥାଏ। ଆ - କା ମା ବୋଇ ପାନ ଗୁଆ ଥୋଇ ଓଡ଼ିଆ ଗୀତରେ ଶୁଭାରମ୍ଭ କରା ଯାଇଥାଏ। ଏହାର ସମ୍ବନ୍ଧ ତଅପୋଇ ବା ଖୁଦୁରୁକଣୀ ଓଷା ସହିତ ଜଡିତ। ଓଡ଼ିଶାର କଟକ ସହରରେ ବୋଇତ ବନ୍ଦାଣ ବା ବାଲିଯାତ୍ରାର ମହାସମାଗମ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ ଆକାମାବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି । ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା । କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ । ବାଲିଯାତ୍ରାରେ କଟକ ପ୍ରସିଦ୍ଧ ଦହିବରା-ଆଳୁଦମ ଓ ଠୁଙ୍କାପୁରି ଇତ୍ୟାଦି ଖାଦ୍ୟ ବହୁସ୍ଥାନରେ ବିକ୍ରିହୁଏ | ଉତ୍କଳିୟ ନୌବାଣିଜ୍ୟ ଏବଂ ବାଲିଯାତ୍ରା* ଅତୀତ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନକରେ ବାଲିଯାତ୍ରା । ତଅପୋଇ କିମ୍ବଦନ୍ତି ଏହି ପରମ୍ପରାରେ ରୋମାଞ୍ଚ ଭରିଅଛି । ଆକାମାବୈରେ ଗୁଂଜରିତ ସେଦିନର ଉପକୂଳ ଅଞ୍ଚଳ ସମୂହର ସ୍ୱର୍ଣିମ ଅଧ୍ୟାର ସ୍ମୃତି ଆଜିବି ଗୁଂଜରିତ ଓଡ଼ିଆଙ୍କ ପ୍ରତି ରକ୍ତବିନ୍ଦୁରେ । ଆଉ ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ନିମିତ୍ତ ସରକାରଙ୍କ ପ୍ରୟାସରେ କଟକରେ ଅନୁଷ୍ଠିତ ହୁଏ ବାଲିଯାତ୍ର । ଇତିହାସ ଏବଂ ବ୍ୟୁତ୍ପତିଗତ ବ୍ୟାଖ୍ୟା* ବାଲି ଅର୍ଥାତ୍ ଅଧୁନ ଇଣ୍ତୋନେସିଆର ବାଲିଦ୍ୱୀପ ଯାହା ସହ କଳିଙ୍ଗର ନୌବାଣିଜ୍ୟ ସମ୍ପର୍କ ରହିଥିଲା । ଓଡ଼ିଆ ସାଧବ ପୁଅ ଅର୍ଥାତ୍ ବଣିକ ଗୋଷ୍ଠିର ପ୍ରତିନିଧି ଗଣ ବାଲି ଦ୍ୱୀପ ସହ ଯାଭା, ସୁମାତ୍ରା, ବୋର୍ଣିଅ ଦ୍ୱୀପମାନଙ୍କ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗମନ କରୁଥିଲେ ଏବଂ ବ୍ୟବସାୟରୁ ପ୍ରାପ୍ତ ଧନସମ୍ପଦ ଉତ୍କଳର ଅର୍ଥନୀତିକୁ କରୁଥିଲେ ସମୃଦ୍ଧ । ଯଦିଓ ଅନ୍ୟାନ୍ୟ ଅଞ୍ଚଳ ସହ ବାଣିଜ୍ୟିକ ସମ୍ପର୍କ ରହିଥିଲା, କିନ୍ତୁ ବାଲି ଦ୍ୱୀପ ପେଣ୍ଠସ୍ଥଳୀ ଭାବେ ପରିଗଣିତ ଥିଲା । ଏଣୁ ଏଭଳି ନାମକରଣ କରାଜାଇଛି ବୋଲି ଅନୁମାନ କରାଯାଏ । ଅନ୍ୟମତାନୁସାରେ କାର୍ତ୍ତିକ ପୂର୍ଣ୍ଣିମାରେ ଉଚ୍ଚାରିତ ଆକାମାବୈ ଶବ୍ଦ ବର୍ଷର ମୁଖ୍ୟ ଚାରିମାସ ଯାହା ଯଥା :-ଆଷାଢ, କାର୍ତ୍ତକ,ମାର୍ଗଶୀର ଏବଂ ବୈଶାଖା ; ସେଥିରେ ଧର୍ମ କର୍ମ ସମୂହ ତଥା ଇଶ୍ୱରୋପାସନା କରିବାକୁ ଦର୍ଶାଏ । ସଂପୃକ୍ତ ଲୋକବାଣୀଟି କିଛି ଏହିଭଳି :- ଅକାମାବୈ, ପାନ ଗୁଆ ଖାଇ, ପାନ ଗୁଆ ତୋର, ମାସକ ଧର୍ମ ମୋର* ବର୍ତ୍ତମାନର ଇତ୍ତିବୃତ୍ତି* ବର୍ତ୍ତମାନ କଟକ ସହରରେ ଏବଂ ପାରିବାରିକ ଉତ୍ସବଭାବେ ବାଲିଯାତ୍ରା ଉତ୍ସବ ପାଳନ ହେଉଛି । ଅନେକ ବ୍ୟବସାୟି ବାଣିଜ୍ୟମେଳାରେ ଅଂଶଗ୍ରହଣ କରି ନିଜର ଦ୍ରବ୍ୟ ବିକ୍ରି କରି ଉପଯୁକ୍ତ ପାରିଶ୍ରମିକ ଲାଭ କରୁଛନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଅଛି ଜଉଥିରେ ସ୍ଥାନୀୟ କଳାକାର ନିଜର ଗାନ୍ଧର୍ବ କଳା ପ୍ରଦଶିତ କରି ଅନେକ ପ୍ରଶଂସା ସାଉଁଟିବା ସହ ଦେଶ ବିଦେଶରେ ପରିଚିତ ହେଉଛନ୍ତି ।ଆଠଦିନ ବ୍ୟାପି ଏହି ମହୋତ୍ସବରେ ଏକ ହଜାରରୁ ଉର୍ଦ୍ଧ୍ୱ ଷ୍ଟଲ ମାନ ବସାଯାଇ ହସ୍ତଶିଳ୍ପ,କାରୁକାର୍ଯ୍ୟ, ପାରମ୍ପାରିକ ଦ୍ରବ୍ୟ, ଘରୋଇ ଉପକରଣ, ଆସବାବପତ୍ର ଆଦି ବିକ୍ରିହୁଏ ।ଆଉ ଏହି ଉତ୍ସବରେ କଟକର ପ୍ରସିଦ୍ଧ ଦହିବରା ଆଲୁଦମ୍ ବ୍ୟଞ୍ଜନଟି ଏତେ ମାତ୍ରାରେ ପ୍ରଚାର ପ୍ରସାର ହୁଏ ଅଂଶଗ୍ରହଣକାରୀଙ୍କ ମନରେ ପ୍ରତିୟମାନ ହୁଏ ଯେ, କେବଳ ଏଥିନିମନ୍ତେ ଉତ୍ସବଟି ଆୟୋଜିତ ହେଇଅଛି । ଅନେକ ପ୍ରତିଭାଙ୍କ ସମ୍ବର୍ଦ୍ଧନା ମଧ୍ୟ ଦିଆହୁଏ। ଓଡ଼ିଶାର ପୁରପଲ୍ଲୀରେ ବୋଇତ ବନ୍ଦାଣ କାଠ ଓ ସୋଲ ତିଆରି ଡଙ୍ଗା ଭସାଇ ଏହି ଇତିହାସକୁ ମନେପକାଇ ପାଳନ କରାଯାଇଥାଏ । ଏହା ଛଡ଼ା ସୁରତ ଆଦି ସ୍ଥାନରେ ମଧ୍ୟ ଓଡ଼ିଆମାନେ ଏହାକୁ ପାଳନ କରିଥାନ୍ତି। ବାଲିଯାତ୍ରା କେବେ ଓ କାହିଁକି ଆରମ୍ଭ ହେଇଥିଲା ତାହା ସଠିକ ଭାବରେ ନିର୍ଦ୍ଧାରିତ ହୋଇ ନାହିଁ। ନିର୍ଦ୍ଧାରଣ ନୀରବ ରହିବାରୁ ବାଲିଯାତ୍ରାର ଆରମ୍ଭକୁ ନେଇ ଦ୍ୱନ୍ଦ ରହିବା ସ୍ୱାଭାବିକ । ଏହି ଐତିହ୍ୟପୂର୍ଣ୍ଣ ଗଣମହୋତ୍ସବର କାରଣ ସମ୍ବନ୍ଧରେ ଆମର ମହାଜନମାନେ ତିନୋଟି ମତ ଉପସ୍ଥାପନ କରି ଆସୁଛନ୍ତି । #balijatra​​ #youtubevideo​ #travellermu​ #odiya​ #balijatra2024​ #Balijatra​​ live 2024 #balijatra​​ Cuttack live #Balijatra​​ Vlog 2024 #Balijatra​​ food inspector #balijatra​​ live #balijatra​​ fish tunnel #balijatra​​ Aquarium #balijatra​​ water tunnel #balijatra​​ vlog #balijatra​​ Cuttack #balijatra​​ Cuttack 2024 #balijatra​​ Cuttack news #Cuttack​​ Balijatra Ram doli #youtubevideos​​ #youtubevideoviral​​ #gouttam​ #infinity​ world #cuttack​ in Cuttack Follow my YouTube channel Travellrmu Also watch my other videos    • Balijatra Cuttack 2024 // ବାଲିଯାତ୍ରା କଟକ 2...      • Tetrahedron Teachers Day Celebration 2024 ...      • @କଣ୍ଟିଲୋ ନୀଳମାଧବ ମନ୍ଦିର // Kantilo Nilamad...  

Comments
  • Aji Gurubara Paraba Tora - ଆଜି ଗୁରୁବାର ପରବ ତୋର - Manabasa Laxmi Bhajan - Namita Agrawal -  Jukebox 4 часа назад
    Aji Gurubara Paraba Tora - ଆଜି ଗୁରୁବାର ପରବ ତୋର - Manabasa Laxmi Bhajan - Namita Agrawal - Jukebox
    Опубликовано: 4 часа назад
  • Самый большой в мире круизный лайнер 4 года назад
    Самый большой в мире круизный лайнер
    Опубликовано: 4 года назад
  • Natia comedy part 389 || Bali jatra 1 год назад
    Natia comedy part 389 || Bali jatra
    Опубликовано: 1 год назад
  • США готовят тайное соглашение с Россией? Громкие отставки в Украине. Удар по Тернополю: 25 погибших Трансляция закончилась 11 часов назад
    США готовят тайное соглашение с Россией? Громкие отставки в Украине. Удар по Тернополю: 25 погибших
    Опубликовано: Трансляция закончилась 11 часов назад
  • Впечатляющий ВЬЕТНАМ: Большой выпуск 3 месяца назад
    Впечатляющий ВЬЕТНАМ: Большой выпуск
    Опубликовано: 3 месяца назад
  • ଟିକିନା ଖୋଲିଲେ ନମିତାଙ୍କ ପେଡ଼ି | Jatra News | Tikina Swain | Jatra Controversy | PrameyaNews7 3 дня назад
    ଟିକିନା ଖୋଲିଲେ ନମିତାଙ୍କ ପେଡ଼ି | Jatra News | Tikina Swain | Jatra Controversy | PrameyaNews7
    Опубликовано: 3 дня назад
  • Самое тонкое тесто в мире, королевские десерты и полезные торты / Венгрия 1 день назад
    Самое тонкое тесто в мире, королевские десерты и полезные торты / Венгрия
    Опубликовано: 1 день назад
  • В поисках самых красивых гор и озер на земле. Кыргызстан. Путешествие по стране на внедорожнике 3 дня назад
    В поисках самых красивых гор и озер на земле. Кыргызстан. Путешествие по стране на внедорожнике
    Опубликовано: 3 дня назад
  • Крысы доедят Зеленского 8 часов назад
    Крысы доедят Зеленского
    Опубликовано: 8 часов назад
  • କଟକ ବାଲିଯାତ୍ରା ୨୦୨୫ ସବୁ ଷ୍ଟଲ୍ ବୁଲିବା ଓ ଖାଇବା 😋 l Famous Cuttack Balijatra 2025 l Day 1 12 дней назад
    କଟକ ବାଲିଯାତ୍ରା ୨୦୨୫ ସବୁ ଷ୍ଟଲ୍ ବୁଲିବା ଓ ଖାଇବା 😋 l Famous Cuttack Balijatra 2025 l Day 1
    Опубликовано: 12 дней назад
  • Как генерал МВД зарабатывает на нелегальной миграции 18 часов назад
    Как генерал МВД зарабатывает на нелегальной миграции
    Опубликовано: 18 часов назад
  • Нападение в школе: ранен учитель. ATACMS бьют по России. Пожар в Москве. Переговоры с США | ВОЗДУХ 13 часов назад
    Нападение в школе: ранен учитель. ATACMS бьют по России. Пожар в Москве. Переговоры с США | ВОЗДУХ
    Опубликовано: 13 часов назад
  • today's morning news odisha/20 november 2025/subhadra yojana online apply process/odisha news today 5 часов назад
    today's morning news odisha/20 november 2025/subhadra yojana online apply process/odisha news today
    Опубликовано: 5 часов назад
  • ନିଜ ଭଲପାଇବା ବିଷୟରେ ସବୁ କହିଲେ / Humane sagar 10 часов назад
    ନିଜ ଭଲପାଇବା ବିଷୟରେ ସବୁ କହିଲେ / Humane sagar
    Опубликовано: 10 часов назад
  • କଟକ ବାଲିଯାତ୍ରା ସବୁ ଷ୍ଟଲ୍ ବୁଲା ଓ ଖାଇବା l Asia largest Cuttack Balijatra l ଗୋଟିଏ ଭିଡ଼ିଓରେ ସବୁ 1 год назад
    କଟକ ବାଲିଯାତ୍ରା ସବୁ ଷ୍ଟଲ୍ ବୁଲା ଓ ଖାଇବା l Asia largest Cuttack Balijatra l ଗୋଟିଏ ଭିଡ଼ିଓରେ ସବୁ
    Опубликовано: 1 год назад
  • ଦେଖନ୍ତୁ କଟକ ରାବଣ ପୋଡିରେ ଲୁବୁନ ପୂଜାଙ୍କ ଧମାଲ, cuttack rabana podi 2024, lubun tubun dance,  part 2 1 год назад
    ଦେଖନ୍ତୁ କଟକ ରାବଣ ପୋଡିରେ ଲୁବୁନ ପୂଜାଙ୍କ ଧମାଲ, cuttack rabana podi 2024, lubun tubun dance, part 2
    Опубликовано: 1 год назад
  • Посмотрите это видео, прежде чем заводить кошку 😺 1 год назад
    Посмотрите это видео, прежде чем заводить кошку 😺
    Опубликовано: 1 год назад
  • Part-2 // CUTTACK BALIJATRA 2024 // Largest Open Trade Fair in World // କଟକ ବାଲିଯାତ୍ରା 2024 1 год назад
    Part-2 // CUTTACK BALIJATRA 2024 // Largest Open Trade Fair in World // କଟକ ବାଲିଯାତ୍ରା 2024
    Опубликовано: 1 год назад
  • ବାଲିଯାତ୍ରା ଠୁ ବି କିଛି କମ ନୁହଁ  11 месяцев назад
    ବାଲିଯାତ୍ରା ଠୁ ବି କିଛି କମ ନୁହଁ " ମିନି ବାଲିଯାତ୍ରା " // Cuttack Balijatra 2024
    Опубликовано: 11 месяцев назад
  • BALIYATRA 2025 ✨💫 ଆସ ବୁଲିଯିବା ବାଲିଯାତ୍ରା ୨୦୨୫ ।।✨💫#viralvideo @OdiabhainaVlogs 5 дней назад
    BALIYATRA 2025 ✨💫 ଆସ ବୁଲିଯିବା ବାଲିଯାତ୍ରା ୨୦୨୫ ।।✨💫#viralvideo @OdiabhainaVlogs
    Опубликовано: 5 дней назад

Контактный email для правообладателей: [email protected] © 2017 - 2025

Отказ от ответственности - Disclaimer Правообладателям - DMCA Условия использования сайта - TOS



Карта сайта 1 Карта сайта 2 Карта сайта 3 Карта сайта 4 Карта сайта 5