У нас вы можете посмотреть бесплатно ଯାଜପୁରରେ ଗୋ ମାଂସ ବିକାଳୀକୁ , ଗୋଡ଼େଇ ଧରିଲେ ଗ୍ରାମବାସୀ ! Beef seller caught by Villagers , Jajpur или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଯାଜପୁରରେ ଗୋ ମାଂସ ବିକାଳୀକୁ ,ଗୋଡ଼େଇ ଧରିଲେ ଗ୍ରାମବାସୀ ! ଗୋ ମାଂସ ବିକ୍ରେତା କୁ କାବୁ କରି ପୋଲିସ ର ଜୀମା ଦେଲେ ଗ୍ରାମବାସୀ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସୁନ୍ଦୁରୀୟା ଏବଂ ନେଉଳପୁର ଗ୍ରାମରେ ବେଧଡକ ଭାବେ ଚାଲିଛି ଗୋ ମାଂସ ଚାଲାଣ । ଯାହାକୁ ନେଇ ଗ୍ରାମବାସି ମାନେ ବିକ୍ରେତା ଜଣକୁ କାବୁ କରି ଆଜି ପୋଲିସ ର ଜିମା ଦେଇଛନ୍ତି । ଏହି ଅଞ୍ଚଳ ରେ ଦ୍ରୀଘଦିନ ଧରି ଗୋ ମାଂସ ବିକ୍ରୀ ହେଉଥିବା ନେଇ ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁ୍ଷ୍ଟାନ ନିଆଯାଉ ନଥିବା ଲୋକେ ଅଭିଯୋଗ କରିଛନ୍ତି । ଏସବୁ ଅଞ୍ଚଳ ରେ ଚାଲାଣ କାରୀ କୁ ପ୍ରଶାସନ ଜାଣିଥିଲେ ମଧ୍ୟ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ତାହା ଏବେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । Villagers caught beef seller and handed him over to the police ,Jajpur #jajpur #beefseller #arrested #police #Villagers #motton Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha