У нас вы можете посмотреть бесплатно ଚାବି ଫେରେଇ ଦିଅ, BJD ବଢ଼ିଆ ଚାଲିବ ! Ex MLA Pravat Biswal thanks choudwar people, BJD foundation day. или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଚାବି ଫେରେଇ ଦିଅ, ବିଜେଡ଼ି ବଢ଼ିଆ ଚାଲିବ ! ବିଜେଡ଼ି ପ୍ରତିଷ୍ଠା ଦିବସରେ କଟକ ଚୌଦ୍ଵାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ବଡ଼ ବୟାନ୍ । ସଭା ମଞ୍ଚରୁ ପାଣ୍ଡିଆନ ଦମ୍ପତିଙ୍କୁ ପ୍ରଶଂସା କଲେ ପ୍ରଭାତ ବିଶ୍ବାଳ ।ସେ ଦମ୍ପତ୍ତି ନିଷ୍ଠାର ସହ ବହୁତ୍ ପରିଶ୍ରମ କରିଛନ୍ତି । ଭି. କାର୍ତ୍ତିକେୟ ଙ୍କ ପାଇଁ 2019 ରେ ବିଜୁ ଜନତା ଦଳ ସରକାର ଗଢ଼ିଥିଲା । କୁଚକ୍ରୀ ଗୋଷ୍ଠୀ ଯେଉଁ ଚାବି ଲୁଚେଇକି ନେଇଛ ସେ ଚାବି ଦେଲେ ସବୁ ଠିକ୍ ହୋଇଯିବ । Ex MLA Pravat Biswal thanks choudwar people, BJD foundation day. #PravatBiswal #bjdfoundationday #naveenpatnaik #odishanews Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha