У нас вы можете посмотреть бесплатно ମାଓ ବ୍ୟାନର ଲଗାଯିବା ଘଟଣା,ଚାରି ଗିରଫ | Kalyansinghpur Rayagada News | Times one odia | Odisha news | или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ମାଓ ବ୍ୟାନର ଲଗାଯିବା ଘଟଣା,ଚାରି ଗିରଫ | ରାୟଗଡା ଜିଲ୍ଲା ମାଓବାଦୀ ମୂଳପୋଛ ହେବାକୁ ଯାଉଥିଲା ବେଳେ ନକଲି ମାଓବାଦୀଙ୍କ ଉତ୍ପତି ଦେଖାଯାଇଛି। ଆଜି ରାୟଗଡା ପୁଲିସ ଦ୍ୱାରା ଚାରି ଜଣ ନକଲି ମାଓବାଦୀଙ୍କୁ ଗିରଫ କରାଯାଇଛି । ଏହି ଚାରି ଜଣ ହେଲେ ରାୟଗଡାର ଜଣେ ୱେବ ଚ୍ଯାନଲ ସାମ୍ବାଦିକ ଅନୁବ୍ରତ ବାରା ଓ ଅନ୍ୟ ଜଣେ ବଳୀ ମାଝୀ,ସିମାଞ୍ଚଳ କୁତୃକା, ଅlଲପନ ମଣ୍ଡାଙ୍ଗୀ । ବଳି ମାଝୀ ଏଥି ପୂର୍ବରୁ ନକ୍ସଲ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ। ମାଓମୁକ୍ତ ହେବାକୁ ଥିବା ଜିଲ୍ଲାରେ ମାଓ ବ୍ୟାନର ଲଗାଇ ଆତଙ୍କ ଖେଳାଇବା ଅଭିଯୋଗରେ ସମସ୍ତ ଦିଗକୁ ତଦନ୍ତ କରି ଏହି ଚାରି ଜଣଙ୍କୁ ଗିରଫ କରାଯାଇଛି। ଗତ ଦୁଇ ଦିନ ତଳେ ଜିଲ୍ଲାର ଶେଷଖାଲ ଥାନା ଅନ୍ତର୍ଗତ ରାୟଗଡା ସହର ଠାରୁ ମାତ୍ର ଦୁଇ କିମି ଦୂରରେ ଥିବା ରାୟଗଡା - ବାଇଶିଙ୍ଗ ମୁଖ୍ୟ ରାସ୍ତାର ଧୂମାଗୁଡା ଗାଁରେ ମାଓ ବ୍ୟାନର ଲଗାଇଥିବା ବେଳେ ଉକ୍ତ ଦିନ ହିଁ ଚାନ୍ଦିଲି ଥାନା ଅନ୍ତର୍ଗତ ପାଇକପଡା ଓ କଲ୍ୟାଣସିଙ୍ଗପୁର ବ୍ଲକ କୁମ୍ଭାରଗୁଡା ଗାଁ ନିକଟ ଭଳି ଉକ୍ତ ଦୁଇଟି ସ୍ଥାନରେ ନକଲି ମାଓ ପୋଷ୍ଟର ଲଗାଯାଇଥିଲା। ଗିରଫ ଉଭୟଙ୍କୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରି ମାଇନା କରାଯାଇଛି । ଏ ନେଇ ଆରକ୍ଷୀ ଅଧିକ୍ଷକ ସ୍ଵାତି ଏସ କୁମାର,ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମୁଲ୍ୟ କୁମାର ଧର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି |