У нас вы можете посмотреть бесплатно Siri siri pabana/ Dr. Chandan Gantayat & Snehali Senapati/ Ajoy Ketan Mohanty / Laxminarayan Mohanty или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
. ରଚନା - ଅଜୟ କେତନ ମହାନ୍ତି M - ଶିରି ଶିରି ପବନର ଥିରି ଥିରି ଗୀତ ଲୋ ଛୁଇଁ ଛୁଇଁ ଯାଏ ସୁନା କ୍ଷେତ F- ଝରି ଝରି ବହିଯାଏ ବନର ଝରଣା ଲୋ ଗାଇ ଗାଇ କୁଳୁ କୁଳୁ ଗୀତ ।୦। . M - ନଈ ସେପାରିରେ ଦିଶେ ଗୋରୀ ତୋର ଗାଁ ଗାଆଁ ସାରା ଚାରିଆଡେ ପଡେ ତୋର ନାଆଁ . ଏ ଗାଆଁର କାହା ସାଙ୍ଗେ ତୁ କୁଆଡେ ଲୁଚିଛପି ଲୁଚିଛପି ବସିଅଛୁ ମିତ । ୧। F - ପାହାଡ ମଥାନ ଛୁଇଁ ଦିନର ସୁରୁଜ ଲୁଚିଯାଏ ବୋଳି ଦେଇ ରକତ ମୁରୁଜ କବରୀରେ ଫୁଲ ଭରି ସାଜିଛି ତୋ ସୁନାଗୋରୀ ତୋ ସାଥିରେ ଯିବ ବୋଲି ଯାତ। ୨। M -ମଉଳେ ରୂପାଲି ଜହ୍ନ ସରିଆସେ ରାତି F -ମୋ ମନରେ ଭରିଯାଏ ଅପବାଦ ଭିତି M & F- ପ୍ରୀତି କି ମଉଳେ ସାଥି ନିନ୍ଦା ଅପବାଦ ଡରେ ବଡ ଲମ୍ବା ଏ ପୀରତି ପଥ । ୩।