У нас вы можете посмотреть бесплатно ବରଗଡ଼ କଲେକ୍ଟର ଅଫିସରେ ଶହଶହ ଚାଷୀଙ୍କର ଆନ୍ଦୋଳନ, ପୁହୁଚିଗଲେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ତାରପରେ ହେଲା ଈସବୁ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ବରଗଡ଼ ଜିଲ୍ଲାପାଳ ଅଫିସ୍ ରେ DLPC ବୈଠକ ଆଜି ହେବାର ଥିଲା ହେଲେ ହଠାତ୍ ହୋଇଗଲା ବାତିଲ । DLPC ବୈଠକ କୁ ବିରୋଧ କରିବା ପାଇଁ ଶହ ଶହ ଚାଷୀ ଜିଲ୍ଲାପାଳ ଅଫିସ ଗେଟ୍ ଆଗରେ ପ୍ରତିବାଦ କରିଛନ୍ତି l ଚାଷୀଙ୍କ ଦାବି ପ୍ରଥମେ ଧାନ ପଞ୍ଜିକରଣରୁ ବାଦ ପଡ଼ିଥିବା ଚାଷୀଙ୍କୁ ସାମିଲ କରିବାପରେ ଏହି ବୈଠକ କରାଯାଉ l ଯଦି ଏହାକୁ ପ୍ରଶାସନ ନମାନେ ତାହେଲେ ଆଗକୁ ଜୋରଦାର ଆନ୍ଦୋଳନ ହେବ ବୋଲି ଚାଷୀ କହିଛନ୍ତି l ଅନ୍ୟପଟେ ଆନ୍ଦୋଳନରତ ଚାଷୀଙ୍କ ପାଖକୁ ଯାଇ ଆଲୋଚନା କରିଛନ୍ତି ବରଗଡ଼ ବିଧାୟକ ଅଶ୍ୱିନୀ ଷଡଙ୍ଗୀ l ସବୁ ଚାଷୀଙ୍କୁ ପଞ୍ଜିକରଣ ପ୍ରକ୍ରିୟାରେ ସାମିଲ କରିବା ପାଇଁ ସରକାରଙ୍କୁ ଜଣା ଯାଇଛି, ଆଗକୁ ନିଶ୍ଚିତ ଭାବେ ସମସ୍ତଙ୍କୁ ସୁଯୋଗ ଦିଆଯିବ ବୋଲି କହିଛନ୍ତି l