У нас вы можете посмотреть бесплатно Malyabanta Mahotsav-2025 (03rd Day) I ମାଲ୍ୟବନ୍ତ ମହୋତ୍ସବ-୨୦୨୫, ତୃତୀୟ ସନ୍ଧ୍ୟା (୦୩.୦୨.୨୦୨୬ ) или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ମାଲକାନଗିରିର ଗର୍ବ ଓ ଗୌରବର ପ୍ରତୀକ "ମାଲ୍ୟବନ୍ତ ମହୋତ୍ସବ-୨୦୨୫" ର ଆଜି ହେଉଛି ତୃତୀୟ ସନ୍ଧ୍ୟା। ଆଜିର ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମଞ୍ଚ କମ୍ପାଇବେ ଓଡ଼ିଶାର ଦୁଇ ଜଣ ପ୍ରତିଭାବାନ କଳାକାର: 🕺 ଶାଶ୍ୱତ ଯୋଶୀ (Saswat Joshi): ବିଶ୍ୱପ୍ରସିଦ୍ଧ ନୃତ୍ୟଶିଳ୍ପୀ, ଯିଏ ନିଜର ଶାସ୍ତ୍ରୀୟ ଓ ସମ୍ବଲପୁରୀ ନୃତ୍ୟର ଯାଦୁରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିବେ। 🎤 କୁଲଦୀପ ପଟ୍ଟନାୟକ (Kuldeep Pattnaik): ଯାହାଙ୍କ ସୁମଧୁର କଣ୍ଠରେ ଆପଣ ଶୁଣିବାକୁ ପାଇବେ ଆପଣଙ୍କ ପସନ୍ଦର ସୁପରହିଟ୍ ଗୀତ। 🎤 ସଚିନ ରାଉତ (Sachin Rout): ଯାହାଙ୍କ ଦମଦାର୍ କଣ୍ଠ ଏବଂ ଗୀତ ଗାଇବାର ଅନ୍ଦାଜ ସମସ୍ତଙ୍କୁ ନାଚିବାକୁ ମଜବୁର କରିଦେବ। 🎤 ଶୀତଲ କୁନମୁନ (Sital Kunmun): ଓଡ଼ିଶାର ଜଣାଶୁଣା ସୁମଧୁର କଣ୍ଠଶିଳ୍ପୀ, ଯିଏ ନିଜର ଶ୍ରୁତିମଧୁର ଗୀତରେ ସନ୍ଧ୍ୟାକୁ ଆହୁରି ରଙ୍ଗୀନ କରିବେ।