У нас вы можете посмотреть бесплатно ନିକିତା ହତ୍ୟା ମାମଲା,ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ l Husband Convicted in Actress Nikita Murder Case или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ନିକିତା ହତ୍ୟା ମାମଲା,ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ l ବହୁଚର୍ଚ୍ଚିତ ଅଭିନେତ୍ରୀ ନିକିତା ହତ୍ୟା ଅଭିଯୋଗ ମାମଲାରେ ସ୍ବାମୀ ଲିପନ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ । ନିକିତା ଓରଫ୍ ଲକ୍ଷ୍ମୀପ୍ରିୟା ବେହେରାଙ୍କ ହତ୍ୟା ଅଭିଯୋଗ ମାମଲାରେ ବଡ଼ ରାୟ ଶୁଣାଇଛନ୍ତି କଟକ ତୃତୀୟ ଏଡିଜେ କୋର୍ଟ । ତା’ସହ ଲିପନଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ ଘରୋଇ ହିଂସା ମାମଲାରେ ଲିପନଙ୍କ ମା ଓ ବାପାଙ୍କୁ କିନ୍ତୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ ।.Husband Convicted in Actress Nikita Murder Case #odisha #Pratidintv #OdishaCrime_NikitaCase #CuttackCourt_Verdict #LipanSahu_Conviction #JusticeForNikita #LifeImprisonment #DowryHarassment #MurderCase #CourtJudgment Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha