У нас вы можете посмотреть бесплатно ଜିଲ୍ଲାପାଳଙ୍କୁ ମାଇଚିଆ କହିଲେ ପ୍ରୀତିରଞ୍ଜନ | Pritiranjan Gharai Target Jajpur Collector | BJD News или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଜିଲ୍ଲାପାଳଙ୍କୁ ମାଇଚିଆ କହିଲେ ପ୍ରୀତିରଞ୍ଜନ | Pritiranjan Gharai Target Jajpur Collector | BJD News ଯାଜପୁର ପ୍ରତିବାଦ ସଭାରେ ବର୍ଷିଲେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ । ସରକାରଙ୍କୁ ଟାର୍ଗେଟ କରିବା ସହ ଜିଲ୍ଲାପାଳଙ୍କୁ ବି ଛାଡ଼ିଲେନି । ଯାଜପୁର ଜିଲ୍ଲାପାଳଙ୍କୁ ମାଇଚିଆ ବୋଲି କହିବା ସହ ଏଭଳି ମାଇଚିଆ ଜିଲ୍ଲାପାଳ ଆମର ଦରକାର ନାହିଁ ବୋଲି କହିଛନ୍ତି ପ୍ରୀତି ରଞ୍ଜନ । ଏଥିସହ ଜିଲ୍ଲାପାଳଙ୍କ ଅଫିସ୍ରେ ତାଲା ପକାଇ ଦିଆଯିବ ବୋଲି କହିଛନ୍ତି । ସେହିପରି ବାଲି, ପଥର, ଖଣି, ଖାଦାନ, ଲୁହା, କ୍ରୋମାଇଟ ସବୁ କିଛି ଲୁଟ ଚାଲିଛି । ତହସିଲଦାର ଠାରୁ ଜିଲ୍ଲାପାଳ ଯାଏ ସମସ୍ତେ ଏହି ଦୁର୍ନୀତି ଓ ଲୁଟପାଟରେ ସାମିଲ ହୋଇଛନ୍ତି । BJD leader and former minister Pritiranjan Gharai poured his speech at the jajpur protest meeting. He targeted the government and did not spare the district collector either. Pritiranjan said that calling the jajpur district collector 'Maichia,' he added that we do not need such a Maichia district collector. He also stated that the collector's office should be locked. Likewise, sand, stone, mines, mineral resources, iron, chromite are all being looted. Everyone from the Tahsildar to the district collector is involved in this corruption and plunder. #pritiranjangharai #jajpurpolitics #jajpurnews #bjdnews #jajpurcollector #odishapolitics #News18Odia #OdiaNews #odishanews #oriyanews #breakingnews Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook: / news18odia Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_BJ