У нас вы можете посмотреть бесплатно ନିୟମର ଧଜ୍ଜିଆ ଉଡାଇଥିଲେ, ନିଶା ଛଡାଇଦେଲେ ଅବକାରୀ ଅଧିକାରୀ | Odisha Reporter или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#ନିୟମର_ଧଜ୍ଜିଆ_ଉଡ଼ାଇ_ବାର୍_ସିଲ୍ ଭୁବନେଶ୍ବର: ନିୟମ କାନୁନର ଧଜ୍ଜିଆ ଉଡ଼ାଇଥିବା ବାର୍ ସିଲ୍। ଖାରବେଳନଗର ଅଞ୍ଚଳର ଏକ ବାର ଓ ପବ୍କୁ ସିଲ୍ କଲା ପ୍ରଶାସନ। ଭାଲେଣ୍ଟାଇନ ଡେ'ରେ ରାତି ସାଢ଼େ ୧୨ ପରେ ଖୋଲା ଥିବାରୁ ସିଲ୍। ଯାଞ୍ଚ ବେଳେ ବାର୍ କର୍ମଚାରୀ ବାଧା ଦେଇଥିଲେ କହିଲେ ଅବକାରୀ ଅଧୀକ୍ଷକ। ଏପରିକି ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା, ଜଣଙ୍କୁ ଅଟକ କରିଛୁ। ବାଉନସର ଓ କିଛି କର୍ମଚାରୀଙ୍କ ନାଁରେ ଥାନାରେ ଏତଲା କରିଛୁ ବୋଲି କହିଛନ୍ତି ଅଧୀକ୍ଷକ Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter #Bhubaneswar #ValentinesDay #BarSealed #ExciseRaid #Kharvelanagar #OdishaReporter