У нас вы можете посмотреть бесплатно “Odia Swada Sambalpur Hotel | ସମ୍ବଲପୁରରେ ଓଡ଼ିଆ ସ୍ୱାଦ ର ଆସଲି ମଜା 🍛 | Odisha Traditional Food Vlog” или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ନମସ୍କାର ସମ୍ବଲପୁର! 🙏 ଆଜି ଆମେ ଆସିଛୁ Odia Swada Sambalpur Hotel ରେ — ଯେଉଁଠି ମିଳେ ଓଡ଼ିଆ ସଂସ୍କୃତି ଓ ସ୍ୱାଦ ର ଖାସ ମିଶଣ। ଏଠାରେ ମିଳୁଛି ଓଡ଼ିଶା ପାରମ୍ପରିକ ଦେଶୀ ଖାଦ୍ୟ ଏହି ଭିଡିଓରେ ଆପଣମାନେ ଦେଖିପାରିବେ — ✅ ସମ୍ବଲପୁର ରେ ଓଡ଼ିଆ ଫୁଡ୍ ରେଷ୍ଟୁରାଣ୍ଟ ✅ ଘରୋଇ ଓଡ଼ିଆ ଖାଦ୍ୟର ସ୍ୱାଦ ✅ ଓଡ଼ିଆ ସଂସ୍କୃତି ଓ ରୁଚି ର ଅନୁଭବ 📍 ଯଦି ଆପଣ ସମ୍ବଲପୁର ଆସୁଛନ୍ତି, ତେବେ ଏଠାକୁ ନିଶ୍ଚୟ ଯାଇ ଓଡ଼ିଆ ସ୍ୱାଦ ର ମଜା ନିଅନ୍ତୁ। ଭିଡିଓ ଭଲ ଲାଗିଲେ Like, Share ଓ Subscribe କରନ୍ତୁ! ❤️ #OdiaFood #SambalpurVlog #OdiaSwada #OdiaCulture #FoodVlogOdisha