У нас вы можете посмотреть бесплатно ଛୁଟିରେ ଯାଇ ଫେରୁ ନାହାନ୍ତି କଏଦୀ || Bhubaneswar Jharpada Jail || Odisha Jail Negligence Exposed || OR или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଛୁଟିରେ ଯାଇ ଫେରୁ ନାହାନ୍ତି କଏଦୀ || Bhubaneswar Jharpada Jail || Odisha Jail Negligence Exposed || Odisha Reporter ଛୁଟିରେ ଯାଇ ଝାରପଡ଼ା ଜେଲ୍କୁ ଫେରୁ ନାହାନ୍ତି ୨ କଏଦୀ । ହତ୍ୟାକାରୀ ଫୁଲବାଣୀର ସୁଶୀଲ ଦିଗଲ ବର୍ଷେ ହେଲା ଜେଲ୍ ଫେରିନି । ଦୁଷ୍କର୍ମକାରୀ ଢେଙ୍କାନାଳର ରଞ୍ଜିତ ନାୟକ ଅକ୍ଟୋବର ମାସରୁ ଫେରାର । ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିଲା ସୁଶୀଲ । ଦୁଷ୍କର୍ମ ମାମଲାରେ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ଥିଲା ରଞ୍ଜିତ । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter #OdishaReporter #jharpadajail #prisoner #noreturn #Bhubaneswar #JharpadaJail, #BreakingNews, #OdishaCrime, #LawAndOrder