У нас вы можете посмотреть бесплатно ‘ପରବର୍ତ୍ତୀ ନିର୍ବାଚନକୁ ଅମାନତ ରହିବନି’ | Odisha Reporter или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#ତାଙ୍କ_ଏଜେଣ୍ଟ_ପ୍ରଶ୍ନ_କଲେନି_କି_କୌଣସି_ଗଣମାଧ୍ୟମରେ_ବାହାରିଲାନି ବିଜେଡି କୌଣସି ଉପ ନିର୍ବାଚନରେ ତୃତୀୟ ସ୍ଥାନକୁ ଯାଇନି, ଏହା ପ୍ରଥମଥର। ତେଣୁ ସେମାନେ ମାନସିକ ଅବସାଦ ଭିତରେ ଅଛନ୍ତି, ସେଥିପାଇଁ ବିଜେପିର ସମବେଦନା ଅଛି ସେମାନଙ୍କ ସହ। CEO ଭୁବନେଶ୍ୱରରୁ ସିସିଟିଭି ଦେଖି ଦୁଇଜଣ ପ୍ରିଜାଇଡିଙ୍ଗ ଅଫିସରଙ୍କୁ ସସ୍ପେଣ୍ଡ କରିଥିଲେ, ସେମାନଙ୍କ ଅନିୟମିତତା କାର୍ଯ୍ୟ ପାଇଁ । ଯଦି ଅନିୟମିତତା ହୋଇଥିଲା ତାଙ୍କ ଏଜେଣ୍ଟ ପ୍ରଶ୍ନ କଲେନି କି କୌଣସି ଗଣମାଧ୍ୟମରେ ବାହାରିଲାନି। ତାହାଲେ ଲିଖିତ ଅଭିଯୋଗ କଲେନି ପ୍ରିଜାଇଡିଙ୍ଗ ଅଫିସରଙ୍କୁ ଏପଟେ ଆସି ଦୁଇଦିନ ପରେ ଆସି କହିଲେ କେମିତି ହେବ? : ବିରଞ୍ଚି ତ୍ରିପାଠୀ, ବିଜେପି ମୁଖପାତ୍ର Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter #bjp #bjd #nuapadabyelection #snehanginichhuria #Odisha #OdishaReporter