У нас вы можете посмотреть бесплатно Shiva Panchakshar Stotram Odia | ଶିବ ପଞ୍ଚାକ୍ଷର ସ୍ତୋତ୍ରମ୍ | nagendraya trilochanaya | Shiba Mantra или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Shiva Panchakshar Stotram Odia | ଶିବ ପଞ୍ଚାକ୍ଷର ସ୍ତୋତ୍ରମ୍ | Nagendr | Odia Shiba Mantra 🙏 ଦୟାକରି ଲାଇକ୍ (Like) କରନ୍ତୁ, ସେୟାର୍ (Share) କରନ୍ତୁ, ସବସ୍କ୍ରାଇବ୍ (Subscribe) କରନ୍ତୁ @BhajanSurabhiOdia ଏବଂ ଆପଣଙ୍କ ପରିବାର ଓ ମିତ୍ରମାନଙ୍କ ସହିତ ମଧ୍ୟ ସେୟାର୍ କରନ୍ତୁ। 🙏ଜୟ ଜଗନ୍ନାଥ 🙏 SUBSCRIBE | LIKE | SHARE | COMMENT ନାଗେନ୍ଦ୍ର ହାରାୟ ତ୍ରିଲୋଚନାୟ ଶିବ ପଞ୍ଚାକ୍ଷର ସ୍ତୋତ୍ରର ପବିତ୍ର ଶ୍ଲୋକ । ଓଡ଼ିଆରେ ଏହି ଶିବ ମନ୍ତ୍ର ଶୁଣି ଶାନ୍ତି ଏବଂ ଭକ୍ତି ଅନୁଭବ କରନ୍ତୁ । ଶ୍ରୀ ଶିବ ପଞ୍ଚାକ୍ଷର ସ୍ତୋତ୍ରମ୍ ନାଗେନ୍ଦ୍ରହାରାୟ ତ୍ରିଲୋଚନାୟ ଭସ୍ମାଙ୍ଗରାଗାୟ ମହେଶ୍ୱରାୟ । ନିତ୍ୟାୟ ଶୁଦ୍ଧାୟ ଦିଗମ୍ବରାୟ ତସ୍ମୈ "ନ"କାରାୟ ନମଃ ଶିବାୟ ।। ୧ ।। ମନ୍ଦାକିନୀସଲିଲଚନ୍ଦନଚର୍ଚ୍ଚିତାୟ ନନ୍ଦୀଶ୍ୱରପ୍ରମଥନାଥମହେଶ୍ୱରାୟ । ମନ୍ଦାରପୁଷ୍ପବହୁପୁଷ୍ପସୁପୂଜିତାୟ ତସ୍ମୈ "ମ"କାରାୟ ନମଃ ଶିବାୟ ।। ୨ ।। ଶିବାୟ ଗୌରୀବଦନାବ୍ଜବୃନ୍ଦସୂର୍ଯ୍ୟାୟ ଦକ୍ଷାଧ୍ୱରନାଶକାୟ । ଶ୍ରୀନୀଳକଣ୍ଠାୟ ବୃଷଧ୍ୱଜାୟ ତସ୍ମୈ "ଶି"କାରାୟ ନମଃ ଶିବାୟ ।। ୩ ।। ବସିଷ୍ଠକୁମ୍ଭୋଦ୍ଭବଗୌତମାର୍ଯ୍ୟମୁନୀନ୍ଦ୍ରଦେବାର୍ଚିତଶେଖରାୟ । ଚନ୍ଦ୍ରାର୍କବୈଶ୍ୱାନରଲୋଚନାୟ ତସ୍ମୈ "ଵା"କାରାୟ ନମଃ ଶିବାୟ ।। ୪ ।। ଯକ୍ଷସ୍ୱରୂପାୟ ଜଟାଧରାୟ ପିନାକହସ୍ତାୟ ସନାତନାୟ । ଦିଵ୍ୟାୟ ଦେବାୟ ଦିଗମ୍ବରାୟ ତସ୍ମୈ "ଯ"କାରାୟ ନମଃ ଶିବାୟ ।। ୫ ।। ପଞ୍ଚାକ୍ଷରମିଦଂ ପୁଣ୍ୟଂ ଯଃ ପଠେଚ୍ଛିବସନ୍ନିଧୌ । ଶିବଲୋକମଵାପ୍ନୋତି ଶିଵେନ ସହ ମୋଦତେ ।। ଇତି ଶ୍ରୀମଚ୍ଛଙ୍କରାଚାର୍ଯ୍ୟରଚିତଂ ଶିବପଞ୍ଚାକ୍ଷରସ୍ତୋତ୍ରଂ ସମ୍ପୂର୍ଣ୍ଣମ୍ ।। ଶିବ ପଞ୍ଚାକ୍ଷର ସ୍ତୋତ୍ରମ୍ shiva panchakshar stotram odia shiba panchakshar stotram odia shiv panchakshar stotra odia om namah shivaya stotra odia shiva panchakshari mantra odia shiba stotra odia mahadev stotra odia ନାଗେନ୍ଦ୍ର ହାରାୟ ତ୍ରିଲୋଚନାୟ nagendra haraya trilochanaya odia nagendra haraya trilochanaya odia lyrics shiva panchakshar stotram odia om namah shivaya odia mantra shiva mantra odia devotional mahadev odia bhajan #nagendra haraya trilochanaya odia, #nagendra haraya trilochanaya lyrics odia, #shiva panchakshar stotram odia, #om namah shivaya odia, #shiva mantra odia, #mahadev odia bhajan, #odia shiva devotional, #odia bhakti shiva, #shiva stotra odia, #mahadev odia song