У нас вы можете посмотреть бесплатно ଫୁରକିନା ଉଡ଼ି ଗଲା ବଣି..ଗୀତର ଗାୟିକା ଗୀତା ପଟ୍ଟନାୟକ ଆଉ ନାହାନ୍ତି । Sad News for Ollywood Fans или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଓଲିଉଡ୍ ପାଇଁ ପୁଣି ଏକ ବଡ଼ ଦୁଃଖଦ ଖବର । ମୃତ୍ୟୁ ଛଡ଼ାଇ ନେଲା ଆଉ ଜଣେ ସ୍ବନାମଧନ୍ୟ କଣ୍ଠଶିଳ୍ପୀଙ୍କୁ । ଗତ ଗୁରୁବାର ଦିନ ଭୁବନେଶ୍ବରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ହଠାତ୍ ବ୍ରେନ୍ ଷ୍ଟ୍ରୋକ୍ ହେଲା । ସେବେଠାରୁ ସେ ହସପିଟାଲରେ ଚିକିତ୍ସାଧୀନ ଥିଲେ । ଆଉ ଆଜି ସନ୍ଧ୍ୟା ୬ଟା ୧୮ ମିନିଟରେ ତାଙ୍କର ପରଲୋକ ହୋଇ ଯାଇଛି । କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମସ୍ତିସ୍କାଘାତ ଯୋଗୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା । ହେଲେ ହାର ମାନିଗଲେ ଡାକ୍ତର । Another tragic loss for Ollywood. A renowned playback singer has passed away. Last Thursday, they had attended a programme in Bhubaneswar when they suddenly suffered a brain stroke. Since then, they had been receiving treatment in hospital. This evening at 6:18 pm, they passed away at a private hospital in Cuttack. They had been under ICU care due to the stroke, but sadly, the doctors could not save them. #Ollywood #RIP #PlaybackSinger #TragicLoss #Bhubaneswar #Cuttack #BrainStroke #MusicIndustry #GoneTooSoon #ICUCare #Tribute #SadNews ଆମକୁ Subcribe କରିବା ପାଇଁ ଏବଂ ୱେବସାଇଟ ଓ ସୋସିଆଲ ମିଡିଆରେ ଫଲୋ କରିବା ପାଇଁ ନିମ୍ନଲିଖିତ ଲିଙ୍କ ଉପରେ କ୍ଲିକ କରନ୍ତୁ Website: http://www.knewsodisha.com Mobile App: https://t.ly/NsnzF Facebook: / knewsodisha YouTube: / knewsodisha Twitter: / knewsodia Instagram: / knewsodisha #knews #knewsodisha #odisha #odishanews #ajirakhabar #ajiranews