У нас вы можете посмотреть бесплатно ତ ପାଇଁ ମୁଁ | Ta Pain Mun | New Odia Romantic Song 2026 | Heart Touching Love Song | Oficial Audio | или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ତ ପାଇଁ ମୁଁ | Ta Pain Mun | New Odia Romantic Song 2026 | Heart Touching Love Song | Oficial Audio | ନମସ୍କାର ସମସ୍ତଙ୍କୁ 🙏 ଆପଣମାନେ ଦେଖୁଛନ୍ତି "ତ ପାଇଁ ମୁଁ" – ଏକ heart touching Odia romantic love song ❤️ ଏହି ଗୀତଟି ପ୍ରେମର ଗଭୀର ଭାବନା, ଦୁଇଟି ହୃଦୟର ମିଳନ ଏବଂ ସୁନ୍ଦର ଭଲପାଇବାର କାହାଣୀ କୁ ଦେଖାଏ । ଯଦି ତୁମେ romantic songs ପସନ୍ଦ କର, ତେବେ ଏହି ଗୀତଟି ତୁମ ହୃଦୟ କୁ ଛୁଇଁଯିବ 💖 Song:- To Pain Mun Singer: Sambhab and Mamun 🎶 Lyrics & Composition: Ranjan Panda 🎹 Music: A Ranjan Panda Musical 🎬 Directed by: Ranjan Panda 📀 Label: Odia Raag Sagar #OdiaLoveSong#NewOdiaSong#RomanticOdiaSong#ToPainmun#OdiaAlbumSong #HeartTouchingSong#OdiaMusic#loveOdiaRomantic#ViralOdiaSong#odiaraagsagar #DuitiManaraGotieKahani #OdiaRomanticSong #OdiaRaagSagar #NewOdiaSong2025 #OdiaLoveSong #HeartTouchingOdiaSong #OdiaAlbumSong #RomanticDuetSong #OdiaLoveStorySong #CinematicOdiaSong Odia Raag Sagar* Welcome to Odia Raag Sagar, your premier destination for soulful Odia music! Immerse yourself in the rich cultural heritage of Odisha, as we bring you an extensive collection of traditional Odia songs, bhajans, and folk melodies. Our channel features: Rare and classic Odia songs Soulful renditions by renowned artists Traditional Odia folk music and instruments Devotional songs and bhajans Subscribe to Odia Raag Sagar and embark on a musical journey that will leave you enchanted and inspired! Subscribe Now Channel Link - / @odiaraagsagar Follow Us Instagram: https://www.instagram.com/odiaraagsag... For queries, suggestions, or collaborations, please email us at adityatraders0128@gmail.com Copyright Disclaimer All content on this channel is copyrighted and owned by [Puspita Pati/Odia Raag Sagar]. Any unauthorized use, reproduction, distribution, or modification of the content is strictly prohibited. Fair Use Policy We allow fair use of our content for purposes such as criticism, commentary, news reporting, teaching, scholarship, or research. Copyright Claim If you believe that any content on this channel infringes on your copyright, please notify us at [ Email - adityatraders0128@gmail.com .We will promptly respond to and address any copyright concerns. Disclaimer By accessing and viewing our content, you acknowledge that you have read, understood, and agree to be bound by our copyright disclaimer. Additional Information YouTube's Terms of Service YouTube's Copyright Policy Indian Copyright Act, 1957 odia love song new odia romantic song heart touching odia song odia album song 2026 romantic odia song odia sad love song tu mora odia song odia viral song odia melody song new odia song odia love story song romantic song odia odia music video odia couple song odia slow song #odiasong #oldalbumsongodia #love #odiamusic #odiamusic #odiamusicvideo #odiasong #odiaalbumgeeta #odianewsong2025 #odianewsongs #odiaviralsongs #odiaviralreels #newsadsongodia #sadsongodia #odiasadsong #odiasadstatus #odiasadsong #odiasadalbum lyrics:- ହୁଁ...... ହୁଁ.......... ଲା...... ଲା....... ଆସିଲୁ ଯେବେ ଜୀବନ ରେ ମୁଁ ହେଇ ଗଲି ତୋର...... ଆସିଲୁ ଯେବେ ଜୀବନ ରେ ମୁଁ ହେଇ ଗଲି ତୋର...... ମନ କହିଲା ଧିରେ ଧୀରେ ହୃଦୟ କହିଲା ଆସ୍ତେ ଆସ୍ତେ ତ ପାଇଁ ମୁଁ ମୋ ପାଇଁ ତୁ ପ୍ରେମ ଖାଲି ତ.. ପାଇଁ ଦେଖା ହେଲା ପରେ ତ ସାଥେ ମନ ସାଥେ ମନ ମିଶିଲା ପରେ ନୁଆ ନୁଆ ଲାଗେ ଦୁନିଆ ନୁଆ ନୁଆ ଲାଗେ ଦୁନିଆ ଆସିଲୁ ଯେବେ ଜୀବନ ରେ ମୁଁ ହେଇ ଗଲି ତୋର...... ମନକୁ ତୋର ଛୁଇଁ ଦେଲା ପରେ ରାତିରେ ଦେଖେ କାଇଁ ଟ ସପନ ସେଇ ସପନ ରେ ତୁ ଥିଲୁ ସେଇ ସପନ ରେ ମୁଁ ଥିଲୀ ସପନ ରେ କଥା ହଉ ଥିଲେ ଆମେ ଚୁପ୍ ଚାପ୍ - ଆମେ ଚୁପ୍ ଚାପ୍ ଆମ ପ୍ରେମ ଚାଲି ଥାଉ ଏମିତି ଚୁପ୍ ଚାପ୍ - ଏମିତି ଚୁପ୍ ଚାପ୍ ଆସିଲୁ ଯେବେ ଜୀବନ ରେ ମୁଁ ହେଇ ଗଲି ତୋର...... ନୀଳ ନିଳ ଆଖି ତୋର ହାଏ..... ମତେ ମାରୀ ଦଉଚି ଅଣ୍ଟା ଭଙ୍ଗା ଚାଲି ତୋର ହାଏ......ମତେ ମାରୀ ଦଉଚି ମୋ ଦିଲ୍ ତୋ ପାଇଁ କିଛି କିଛି ଫିଲ୍ କରୁଛି ଛୁଇଁ ଦେଲି ଯେବେ ତତେ କିଛି କିଛି କାଇଁ ଫିଲ୍ କରେ ଆଜି ଠା ରୁ ମୁଁ ତୋର ..... ଦୁନିଆ ଛାଡି ତତେ କଲି ନିଜର ତୁ ମୋର...... ତୁ ଖାଲି ମୋର .......... ଛୁଇଁ ଦେଲୁ ତୁ ଯେବେ ମତେ ଜଳି ଗଲା ହୃଦୟ ଟା ସତେ ମୋ ଦିଲ୍ ଧକ୍ ଧକ୍ ହୁଏ ଖାଲି ତୋ ପାଇଁ ଖାଲି ତୋ ପାଇଁ ... ତ ହାତ ରେ ହାତ ଦେଲା ପରେ କିଛି କିଛି ମତେ ଫିଲ୍ ହୁଏ ତ ମନ କୁ ଛୁଇଁ ଦେଲା ପରେ ମନ ରହୁ ନାହିଁ ମୋ ପାଖେ କହି ଦେଲି ଆଜି ତତେ I love you - I love you I love you........ ଆସିଲୁ ଯେବେ ଜୀବନ ରେ ମୁଁ ହେଇ ଗଲି ତୋର...... ମନ କହିଲା ଧିରେ ଧୀରେ ହୃଦୟ କହିଲା ଆସ୍ତେ ଆସ୍ତେ ତ ପାଇଁ ମୁଁ ମୋ ପାଇଁ ତୁ ପ୍ରେମ ଖାଲି ତୋ.. ପାଇଁ ଦେଖା ହେଲା ପରେ ତୋ ସାଥେ ମନ ସାଥେ ମନ ମିଶିଲା ପରେ ନୁଆ ନୁଆ ଲାଗେ ଦୁନିଆ ନୁଆ ନୁଆ ଲାଗେ ଦୁନିଆ .........