У нас вы можете посмотреть бесплатно ରଖେ ସତ୍ୟରେ ଲୟ / ପୁରୁଣା ୪ର୍ଥ ଶ୍ରେଣୀ କବିତା / ଅତି ସୁକୁମାର ପିଲାଟି ଧିରେ କହଇ କଥା / Rakhe Satyare Laya или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
"Rakhe Satyare Laya" is a famous old odia textbook poem about gandhiji's childhood story. We learn from this story that we should not copy anyone. Full Lyrics: ଅତି ସୁକୁମାର ପିଲାଟି ଧିରେ କହଇ କଥା , କେବେହେଲେ କାହା ମନରେ ଥରେ ନ ଦିଏ ବ୍ୟଥା । ମିଥ୍ୟା ପ୍ରତି ସଦା ତାହାର ଥାଏ ମନରେ ଭୟ , ନିର୍ଭୟ ସେ ତେଣୁ ସବୁଠି ରଖେ ସତ୍ୟରେ ଲୟ । ଥରେ ତା ଜୀବନେ ଆସିଲା ମହା ସଙ୍କଟ ଏକ , ଡରି ନ ଯାଇ ସେ ରଖିଲା ନିଜ ବିବେକ ଟେକ । ଆସି ବିଦ୍ୟାଳୟେ ସେଦିନ ପରିଦର୍ଶକ ଜଣେ , ପଚାରିଲେ ପ୍ରଶ୍ନ ଶ୍ରେଣୀରେ ଚାହିଁ ବାଳକ ଗଣେ । ଶବ୍ଦ ପାଞ୍ଚ ଗୋଟି ଡାକୁଛି ଲେଖ ନିର୍ଭୁଲ କରି , ବାଳକେ ଲେଖିଲେ ଉତ୍ତର ଯେଝା ସିଲଟ ଧରି। ଲେଖୁଥାଏ ବସି ପିଲାଟି କାହିଁ ନ ଚାହିଁ ତିଳେ , କାହୁଁ କିଏ ଆସି ଟିପିଲା ତାର ପାଦକୁ ଧିରେ। ଚାହିଁଲା ଚମକି ପାଖରେ ଗୁରୁ ଦିଅନ୍ତି ଠାରି , ଭୁଲ ଶବ୍ଦଟିଏ ଲେଖି ତୁ ସବୁ ଦେଲୁରେ ସାରି । ପାଖ ବାଳକର ଲେଖାକୁ ତୁହି ଖଞ୍ଜରେ ଦେଖି , ଶୁଦ୍ଧ କରି ସେଇ ଶବ୍ଦଟି ଦିଅ ଚଞ୍ଚଳ ଲେଖି। ଅନ୍ୟଥା କରେନି ପିଲାଟି କେବେ ଗୁରୁଙ୍କ କଥା, ଅନ୍ୟାୟ ସଙ୍କେତେ ମାତ୍ର ସେ ଆଜି ପୋତିଲା ମଥା । ଚାଲିଗଲେ ପରିଦର୍ଶକ ଯେବେ ଘଣ୍ଟାକ ପରେ , ତିଆରି ତାହାକୁ କହିଲେ ଗୁରୁ ବିରକ୍ତି ଭରେ । ଏଡିକି ନିର୍ବୋଧ ପିଲାତୁ ଠାର ବୁଝିଲୁ ନାହିଁ , ଦେଖି ଲେଖିଥିଲେ ସୁନାମ ସିନା ଥାଆନ୍ତୁ ପାଇ । ବିନୟେ କହିଲା ପିଲାଟି କପି କରିବା ପରା, ଅନ୍ୟାୟ ଭିତରେ ଗୁରୁଜୀ ବଡ ଅନ୍ୟାୟେ ଧରା । କରିଥାନ୍ତି ଅବା କିଭଳି ଏଡେ ଅନୀତି କାମ , ଅସତ ପଥରେ ଚଳିକି କେହି ଅରଜେ ନାମ । ଅରଜିଲା ନାମ ଦିନେସେ ମହା ଆଦର୍ଶ ତାର , ରଖିଗଲା କାଳ ବକ୍ଷରେ ଏକ ଅଲିଭା ଗାର। ହେଲା ଗୁରୁଙ୍କର ଗୁରୁ ସେ ଢାଳି ଆଲୋକ ଧାରା , ବାପୁଜୀ ନାମରେ ମୋହିଲା ସେତ ଜଗତ ସାରା । Your search terms: 1. Rakhe satyare laya odia kabita 2. Ati sukumara pilati dhire kahai katha poem 3. Odia old textbook childhood poem Hashtags: #ରଖେ_ସତ୍ୟରେ_ଲୟ #ଅତି_ସୁକୁମାର_ପିଲାଟି #Rakhe_Satyare_Laya #Ati_sukumara_pilati #OldOdiaTextbookPoem #VoiceOfAlok Also watch other childhood poems 1.ଦେଲୁ ମୋତେ ମହାଶିକ୍ଷା- • ଦେଲୁ ମୋତେ ମହାଶିକ୍ଷା / ପୁରୁଣା ୪ର୍ଥ ଶ୍ରେଣୀ କ... 2.ଦୁଃଖୀଧନ ନୀଳମଣିରେ- • ଦୁଃଖୀଧନ ନୀଳମଣିରେ / Dukhidhana Nila Mani re... 3.କାଳିଜାଇରେ ସନ୍ଧ୍ୟା- • କାଳିଜାଈରେ ସଂଧ୍ୟା - କାତ ଧରି ଧୀରେ ନାଉରୀ (Fam... 4.ରାମଚଣ୍ଡୀରେ ସନ୍ଧ୍ୟା- • Ramachandi Re Sandhya By Nilakantha Dash /... 5.ଚାରିଦିନ ଭୋକିଲା- • Видео 6.ଜୟୀ ରାଜଗୁରୁ- • ଜୟୀରାଜ ଗୁରୁ କବିତା (ପୁରୁଣା ୭ମ ଶ୍ରେଣୀ) / Jay... 7.ଏଣୁ କପୋତ ଗୁରୁ ମୋର- • ଏଣୁ କପୋତ ଗୁରୁ ମୋର 🐦 / ଭାଗବତରୁ ଆନୀତ / Enu K... 8.ବାଇ ଚଢେଇ ଓ ପିମ୍ପୁଡି ମାମୁ - • ଜୟୀରାଜ ଗୁରୁ କବିତା (ପୁରୁଣା ୭ମ ଶ୍ରେଣୀ) / Jay... 9.ବିଚାର ବିଗିଡିଗଲା- • ବିଚାର ବିଗିଡିଗଲା / ପୁରୁଣା ୩ୟ ଶ୍ରେଣୀ କବିତା /... 10.ଖଦ୍ୟୋତର ଖେଦ- • ଖଦ୍ୟୋତର ଖେଦ / Khadyotara Kheda / Old Odia ... 11.ଟୁନାଟୁନି- • ଟୁନା ଟୁନି - ହସଖେଳ / Tuna Tuni / Old Odia P... 12.ମୁକୁଟ ଭିକ୍ଷା- • ମୁକୁଟ ଭିକ୍ଷା - ପୁରୁଣା ୬ଷ୍ଠ ଶ୍ରେଣୀ କବିତା / ... 13.ଶୁଖିଲା ପତ୍ରର କଥା- • ଶୁଖିଲା ପତ୍ରର କଥା(୫ମ ସାହିତ୍ୟ)/ Sukhila Patr... 14.ଆମ ଘର- • ଆମ ଘର / Ama Ghara Odia Old MIL Book Poem 15.ଗଛ ଓ କାଠୁରିଆ- • ଗଛ ଓ କାଠୁରିଆ🌲/ ୪ର୍ଥ ସାହିତ୍ୟ / Gachha O Kat... 16.ଶ୍ରୀରାମଙ୍କ ନୌଯାତ୍ରା- • Видео 17.ପୃଥିବୀ ପ୍ରତି- • ପୃଥିବୀ ପ୍ରତି / ପୁରୁଣା ୫ ମ ଶ୍ରେଣୀ କବିତା / P... 18.ତ୍ରିରତ୍ନ - • ତ୍ରିରତ୍ନ / ଅଳସପଣ ପରିହରି,ଆନନ୍ଦେ ପରିଶ୍ରମ କରି... ସମସ୍ତ ପିଲାଦିନ କବିତା ଏଇ ଲିଙ୍କରେ ଦେଖନ୍ତୁ - • Odia MIL textbook Poems and Poetry