У нас вы можете посмотреть бесплатно ନ୍ୟୁଡ୍ ଭିଡିଓ କଲ୍ କରି ନେଇଗଲେ 80 ଲକ୍ଷ | Cyber Trap Exposed | Senior Citizen Trapped in Sextortion |OR или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ନ୍ୟୁଡ୍ ଭିଡିଓ କଲ୍ କରି ନେଇଗଲେ 80 ଲକ୍ଷ || Cyber Trap Exposed || Senior Citizen Trapped in Sextortion || Odisha Reporter ବରିଷ୍ଠ ନାଗରିକଙ୍କ ଠାରୁ 88 ଲକ୍ଷ ଟଙ୍କାର Sextortion କରି ଠକେଇ ଅଭିଯୋଗ । 5 ଜଣ ସାଇବର ଠକଙ୍କୁ ଗିରଫ କଲା କଟକ ସାଇବର ଥାନା ପୋଲିସ । କଟକର ଜଣେ ଅବସରପ୍ରାପ୍ତ ସରକାରୀ ଚାକିରିଆ ତଥା ବରିଷ୍ଠ ନାଗରିକଙ୍କୁ Sextortion କରିଥିଲେ ଏହି ଅଭିଯୁକ୍ତମାନେ। ଅଭିଯୁକ୍ତଙ୍କ ନିକଟରୁ ନଗଦ 14 ଲକ୍ଷ ଟଙ୍କା ସହ ସୁନା ଗହଣା, ଏକାଧିକ ବ୍ୟାଙ୍କ ପାସବୁକ୍, ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ, ମୋବାଇଲ ଫୋନ, ଗୋଲ୍ଡ କଏନ ଆଦି ଜବତ କରାଯାଇଛି । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter #OdishaReporter ##seniorcitizens #cyberfraud #Cuttack #CommissioneratePolice