У нас вы можете посмотреть бесплатно କାଳିଆ କାଉ ର ଅହଙ୍କାର 🐦⬛ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ନମସ୍କାର ବନ୍ଧୁଗଣ! ଆଜିର ଏହି ସୁନ୍ଦର କାହାଣୀରେ ଆପଣ ଦେଖିବେ କିପରି ଜଣେ ଅହଙ୍କାରୀ ଧନୀ କାଉ, ଗରିବ ଚଢ଼େଇର ପରିଶ୍ରମକୁ ଥଟ୍ଟା କରୁଛି। ଚଢେ଼ଇ ଏବଂ ପାରା ମିଶି କିପରି କଷ୍ଟ କରି ବ୍ୟବସାୟ କରୁଛନ୍ତି ଏବଂ ଶେଷରେ ସେମାନଙ୍କ ପରିଶ୍ରମ କିପରି ସେମାନଙ୍କୁ ବିପତ୍ତିରୁ ରକ୍ଷା କରୁଛି, ତାହା ଏହି ଗପରେ ଖୁବ୍ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି। ଏହି ଗପଟି ଆମକୁ ଶିକ୍ଷା ଦିଏ ଯେ "ଅହଙ୍କାର ହିଁ ପତନ ର କାରଣ" ଏବଂ ମନ୍ଦ ବୁଦ୍ଧି ସବୁବେଳେ ମଣିଷକୁ ତଳକୁ ଖସାଇଥାଏ। ଏହି ଭିଡିଓରେ ଆପଣ ଦେଖିବେ: ରୂପା ଚଢ଼େଇର ବ୍ୟବସାୟ କରିବା। ଧନୀ କାଳୁ କାଉର ଅତ୍ୟାଚାର। ପାରା ଏବଂ ଚଢେ଼ଇ ର ଅନାବିଳ ବନ୍ଧୁତା। ଶେଷରେ କାଉର ଅହଙ୍କାର କିପରି ଭାଙ୍ଗିଲା। ଯଦି ଆପଣଙ୍କୁ ଆମର ଏହି ଓଡ଼ିଆ ଗପଟି ପସନ୍ଦ ଆସୁଛି, ତେବେ ଭିଡିଓକୁ Like କରନ୍ତୁ ଏବଂ ଆଗକୁ ଏମିତି ଆହୁରି ନୂଆ ନୂଆ ଚଢ଼େଇ ଗପ ଦେଖିବା ପାଇଁ ଆମ ଚ୍ୟାନେଲକୁ Subscribe କରନ୍ତୁ।