У нас вы можете посмотреть бесплатно SAMLAI MANDIR SAMBALPUR DARSAN !!" MAHANI LAHA" или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ମହଁନି~ଲହ - ଗୁନି ଗିଆଁନି ହୋ ସିଆଁନ ସୁଜନ୍ ହୁରୁଦ୍ ଭିତ୍ରୁ ଜୁହାର୍ ମହଁନିଲହର୍ ସବ୍ କ୍ରାଇବର୍ ପୁରଲା ଏଗାର ହଜାର୍ ,, କଲା ସଂକୃତି ର ବଢ଼ତି ଲାଗି ଆଗକେ ଫିକୁଛେ ପାହାଁ ଦର୍ଶକ ଯେତେ ଗୁରୁ ହେଇକରି ଶିଖାଲେ ବିଷୟ ନୁଆଁ ,, ୧-ତାରିଖ୍, ଦୁଇ ହଜାର ତେଇଶ ହେଲା ଶୁଭ୍ ମୁକଲାନ୍ ପଢ଼ା ଶୁଣା ସଙ୍ଗେ ଦେଖି ସୁନି କରି ମାଁ ସରସ୍ଵତୀ ବରଦାନ୍ ,, କବି କଲାକର ନାଁଟ୍ ଦଣ୍ ପାଲା କୀର୍ତ୍ତନ ଘୁଡ଼କା ନାଚ ଯିଏ ଯାହା ଶିଖାଲେ ଗୁନ୍ ଆବରି ପୁହୁଁଚିଛେ ତାର ପାସ୍ ,, ଭାବର୍ ଭେଟ୍ ଥିନ କୁନୁଆଁ ଆସି ପର୍ସି କଲାର ମହଁନି ମନର କଥା ସଙ୍ଗେ ଭାବର୍ ପିଠା ବାଁଟଲେ ସମିଆଁ ଜାନି ,, ରାଏଜ୍ ଯାକର ଆଏବ କିନ୍ଦରି ମହଁନି~ଲହ ର ସଙ୍ଗେ ନୁଆଁ ନୁଆଁ ସମ୍ପର୍କ ଜୁରିହେଲା ନୁଆଁ ନୁଆଁ ରଙ୍ଗେ ଢଙ୍ଗେ ,, ମହଁନି~ଲହ ର ବଢ଼ତି ଲାଗି ହୋ ଭାବର୍ ରାଏଞ୍ଜ ନୁରା ସାହେଜ ସହଯୋଗ ମିଲବା ବଲି ହୁରୁଦ୍ ରଖିଛେ ଖୁଲା ,, ଜୁହାର୍ ଶୁଭ୍ ଦିନ୍ - ମହଁନି~ଲହ ଟିମ୍ -