У нас вы можете посмотреть бесплатно Saintala News: ବଲାଙ୍ଗିର ସଇଁତଲାନେ ଏକାସାଙ୍ଗେ ପ୍ରଚାର୍ କଲେ ଟୁକୁନି ସାହୁ ଆର୍ ସୁରେନ୍ଦ୍ର ସିଂ ଭୋଇ... или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଜିପ୍ ଥି ବସିକିନା ପ୍ରଚାର କରୁଛନ୍ । ସ୍ୱାଗତ କରୁଛନ୍ ବିଜେଡ଼ିର କର୍ମୀ ଆର କର୍ମକର୍ତ୍ତାମାନେ । ଟିଟଲାଗଡ଼ନେ ଯେତ୍କି ତାତି ବଢବାରରେ ଲାଗିଛେ ନିର୍ବାଚନୀ ତାତି ସେତ୍କି ବଢବାରରେ ଲାଗିଛେ । ଟିଟଲାଗଡ଼ ବିଧାନସଭା ପ୍ରାର୍ଥୀ ହିସାବେ ଟୁକୁନି ସାହୁ ଆର ବଲାଙ୍ଗିର ଲୋକସଭା ପ୍ରାର୍ଥୀ ହିସାବେ ସୁରେନ୍ଦ୍ର ସିଂ ଭୋଇଙ୍କର ଉପରେ ମୋହର ମାରିଛନ୍ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଯେନଥିର ଲାଗି ବିଜେଡ଼ି କର୍ମୀଙ୍କର ଭିତରେ ବନେ ଉସନାକି ଦେଖବାରକେ ମିଲିଛେ । ସଇଁତଳା ଡାକବଙ୍ଗଳା ଖେଲପଡ଼ିଆନେ ବିଜୁ ପଟ୍ଟନାୟକଙ୍କର ୨୭ ତମ ତିରୋଧନା ଦିବସ ହେଇଥିଲା । ବରଗାଁ ଛକନୁ ବଡ଼ ବାଇକ ରାଲି ବାହାରିକିନା ଡାକବଙ୍ଗଳାନେ ପହଞ୍ଚିବାର ପରେ କାର୍ଯ୍ୟକ୍ରମ ହେଇଥିଲା । ଟିଟଲାଗଡ଼ ବିଧାନସଭା ପ୍ରାର୍ଥୀ ଟୁକୁନି ସାହୁ ଆର ବଲାଙ୍ଗିର ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ସଇଁତଳାରେ ପହଞ୍ଚିବାର ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ତାଙ୍କର କର୍ମୀ ଆର କର୍ମକର୍ତ୍ତାମାନେ ଫୁଟକା ଫୁଟେଇକିନା, ହୁଲହୁଲି ଦେଇକିନା ତାଙ୍କୁ ସ୍ୱାଗତ କରିଥିଲେ । For more such updates, please Like, Comment, and Share our videos and Subscribe to our YouTube channel. Contacts:- Mail- [email protected] Facebook- / paharaa24x7 YouTube- / paharaa24x7 Instagram- / paharaa24x7 Twitter- / paharaa24x7 WhatsApp- 7205661076 Website- https://www.paharaa.com/ Thanks & Regards www.Paharaa.com #Balangir #Odisha #News #OdishaNews #SambalpuriNews #BalangirPolitics #GeneralElection2024 #Odisha #Paharaa