У нас вы можете посмотреть бесплатно ଧାନ ଚାଷ କରି କେମିତି ଅଧିକ ଲାଭବାନ ହେଇ ପାରିବେ || How to Get more profit in rice Cultivation ? или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
In this video we have talked to a farmer who has been cultivating paddy for many years. He says that if we select good seeds for paddy cultivation then the profit is very high. Keeping in mind the good seeds, in this video we will talk about the seeds of Pan 804 Jamuna variety. Pan 804 Jamuna is known for its tremendous yield. If you want high yield, then this seed can fulfill your expectations. Another specialty of this is that it gives you higher yield than other paddy crops by using less urea. This company has been considered a good brand for the past 50 years. For more information about Pan 804 Jamuna variety of rice, watch the video from beginning to end. इस वीडियो में हमने एक किसान से बात की है जो की काफी सालों से धान की खेती करते आ रहे हैं । उनका कहना है कि अगर हम धान की खेती में अच्छा बीज की चयन करें तो मुनाफा काफी ज्यादा है । अच्छे बीज का ध्यान रखते हुए हम इस वीडियो में पान 804 यमुना प्रजाति के बीज के बारे में बात किए हैं । पान 804 जमुना अपनी ज़बरदस्त पैदावार के लिए जाना जाता है । अगर आप चाहते हैं ज़्यादा उत्पादन, त यह बीज आपकी उम्मीदों को पूरा कर सकता है । इसकी एक और खासियत है की ये आपको कम यूरिया के उपयोग में बाकी धान के मुकाबले ज्यादा उपज देता है. पिछले 50 वर्षों से इस कंपनी को एक अच्छा ब्रांड माना जाता रहा है। पान 804 यमुना कीसम के धान के बारे में ज्यादा जानकारी लिए वीडियो को शुरू से अंत तक जरूर देखिए ଏହି ଭିଡିଓରେ ଆମେ ଜଣେ ଚାଷୀଙ୍କ ସହ କଥା ହୋଇଛୁ ଯିଏ ବହୁ ବର୍ଷ ଧରି ଧାନ ଚାଷ କରୁଛନ୍ତି । ସେ କହିଛନ୍ତି ଯେ ଯଦି ଆମେ ଧାନ ଚାଷ ପାଇଁ ଭଲ ବିହନ ବାଛିବା ତେବେ ଲାଭ ବହୁତ ଅଧିକ ହେବ । ଭଲ ବିହନକୁ ଆଖି ଆଗରେ ରଖି ଏହି ଭିଡିଓରେ ଆମେ ପାନ 804 ଯମୁନା କିସମର ବିହନ ବିଷୟରେ କଥା ହେଇଛୁ । ପାନ 804 ଯମୁନା ଧାନ ବିହନ ବହୁତ ଭଲ ଅମଳକ୍ଷମ ଧାନ ଭାବେ ପରିଚିତ । ଯଦି ଆପଣ ଅଧିକ ଉତ୍ପାଦନ ଚାହୁଁଛନ୍ତି ତେବେ ଏହା ନିଶ୍ଚିତ ଭାବେ ଆପଣଙ୍କ ଆବଶ୍ୟକତାକୁ ପୂରଣ କରିବ । ଏହାର ଆଉ ଗୋଟେ ସ୍ୱତନ୍ତ୍ରତା ହେଉଛି ଅନ୍ୟ ଧାନ ତୁଳନା ଏଥିରେ ଅଳ୍ପ ୟୁରିଆ ପ୍ରୟୋଗ କରି ଅଧିକ ଅମଳ ପାଇ ପାରିବେ । ବିଗତ 50 ବର୍ଷ ଧରି ଏହା ଗୋଟେ ଭଲ ବ୍ରାଣ୍ଡ ଭାବେ ପରିଗଣିତ ହେଇ ଆସୁଚି। ପାନ 804 ଯମୁନା କିସମର ବିହନ ବିଷୟରେ ଅଧିକ ସୂଚନା ପାଇଁ ଭିଡିଓଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ । #rice #farming #odisha #agriculture #cultivation #ricecultivation #ricefarming #panseeds #pan804seeds #riceseeds #ଓଡିଆ #ଧାନଚାଷ #ଧନବିହନ / @panseeds4479 https://panseeds.in/pan-804-jamuna/en/ ----------------------------------------------------------------------------- ----------------------------------------------------------------------------- 👉 E-farming AgroKart 👈 🍎🥭ବିଭିନ୍ନ ପ୍ରକାର ଫଳ ଚାରା ପାଇଁ E- farming Agrokart ସହିତ ଯୋଗାଯୋଗ କରନ୍ତୁ । 🌱🌴 WhatsApp- 🪀8895875885, 8260661290 👉 Official Youtube Channel :- / @efarmingagrokart 👉 Location:- https://maps.app.goo.gl/HEyAwjgdNEHng... ----------------------------------------------------------------------------- ----------------------------------------------------------------------------- 👉 E-Farming Odisha 👈 ବିଜ୍ଞାପନ ଓ ଭିଡ଼ିଓ ପ୍ରସ୍ତୁତି ପାଇଁ ଆମ ସହ ଯୋଗାଯୋଗ କରନ୍ତୁ । WhatsApp- 🪀 8596888646 (Official Use Only) .......... ଧନ୍ୟବାଦ ..........