У нас вы можете посмотреть бесплатно ବାହା ହେବାକୁ ଡରୁଛନ୍ତି ପୁରୁଷ ! | Misuse of Women Protection Laws | Byomkesh Tripathy | MANTHAN | OR или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ନାରୀଙ୍କ ଉପରେ ହେଉଥିବା ଅତ୍ୟାଚାରରୁ ରକ୍ଷା କରିବା ପାଇଁ ଦେଶରେ ଆଇନ କଡା ହେଲା। ମହିଳା ହିଂସା ବିରୋଧି ଆଇନ ଆସିଲା ହେଲେ ଏହାର ଅପବ୍ୟହାର କରି ଫାଇଦା ଉଠାଉଛନ୍ତି କିଛି ମହିଳା। ଏହି ଆଇନର ସାହାରା ନେଇ ଅତୁଲ ସୁଭାସଙ୍କ ସ୍ତ୍ରୀ ଭଳି ଅନେକ ମହିଳା ନିଜ ସ୍ୱାମୀଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଛନ୍ତି। ସମାଜରେ ଆସ୍ତେ ଆସ୍ତେ ଏମିତି ବି ପରିସ୍ଥିତି ସୃଷ୍ଟି ହେଲାଣି ପୁରୁଷମାନେ ବିବାହକୁ ଡରିବା ଆରମ୍ଭ କଲେଣି। ଯଦି ଉଚିତ ଦଣ୍ଡ ନ ମିଳେ ଏଭଳି ଅନେକ ଅତୁଲ ଆତ୍ମ ହତ୍ୟାର ଶିକାର ହେଉଥିବେ। ଏନେଇ ଦେଖନ୍ତୁ ମନ୍ଥନରେ ଆଲୋଚନା। ବାହା ହେବାକୁ ଡରୁଛନ୍ତି ପୁରୁଷ ! | MANTHAN Program | Debate Over Justice and Fairness in Women Protection Laws | Misuse of Women Protection Laws | Byomkesh Tripathy | Justice or Exploitation? | Bengaluru AI Engineer Atul Subhash | Justice for Atul Subhash Odisha Reporter #Odisha #OdishaReporter #Manthana #atulsubhas #mentalhealth #SpecialProgramme Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter