У нас вы можете посмотреть бесплатно ଶିମିଳିପାଳ ଅଭୟାରଣ୍ୟ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ମାଇଲ ମାଇଲ ବିସ୍ତୃତ ଡେସିଡୟସ - ସେମି ଡେସିଡିୟସ ଅରଣ୍ୟ । ଜେନାବିଲ, ଅପର ବାରହାକାମୁଡା ଓ ଦେବସ୍ଥଳୀର ଦୂର ଦିଗବଳୟ ପର୍ଯ୍ୟନ୍ତ ବିସ୍ତାରିତ ତୃଣଭୂମି, ଥାକ ଥାକ ପର୍ବତମାଳା, ସର୍ପିଳ ଗତିରେ ଗିରି କନ୍ଦର ଚିରି କୁଳୁ କୁଳୁ ନାଦରେ ବହି ଯାଉଥିବା ଅସଂଖ୍ୟ ଛୋଟ ବଡ ନଈ ନାଳ...ଘଞ୍ଚ ଅରଣ୍ୟ ମଧ୍ୟରେ ଛିଡା ହୋଇଥିବା ସୁଉଚ୍ଚ ପାହାଡ ମଥାନରୁ କ୍ଷିପ୍ରଗତିରେ ପ୍ରବାହିତ ଜଳପ୍ରପାତର ଘୋ..ଘୋ.. ଗର୍ଜନ.. ବଡ ବଡ ଗଛର ଶାଖାରେ ଶାଖାରେ ଲଟେଇଥିବା ଜାତିଜାତିକା ଅର୍କିଡ ଫୁଲର ମହମହ ବାସ୍ନା... ଦିନ ତମାମ୍ ବିଭିନ୍ନ ପକ୍ଷୀଙ୍କ କାକଳି ସହିତ ରହି ରହି ହରିଣ ସମ୍ବରର ଚିକ୍ରାର । ରାତିରେ ବାଘ, ଶିଆଳଙ୍କ ରଣ ହୁଙ୍କାର ସହିତ ପେଚାର ଦୀର୍ଘ ଭୀତିପ୍ରଦ ଉଫ୍ ଉଫ୍ ଡାକ.. ବୃକ୍ଷରାଜି, ପଶୁପକ୍ଷୀ, ସରୀସୃପଙ୍କ ବ୍ୟତୀତ ଖଡିଆ, ମାଙ୍କଡିଆ, ହୋ, ଭୂୟାଁ, ସାନ୍ତାଳ ଭଳି ଆଦିମ ଜନଜାତି.. କଣ ନାହିଁ ଶିମିଳିପାଳରେ !