У нас вы можете посмотреть бесплатно ଆତ୍ମା କିପରି ଦେଖାଯାଏ ? | How does the soul look like ? или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଆତ୍ମା କିପରି ଦେଖାଯାଏ? | What does the soul look like? ଆତ୍ମା କୌଣସି ଦୃଶ୍ୟ ନୁହେଁ, ସେ ଦ୍ରଷ୍ଟାଅଟେ ସେଥିପାଇଁ ତାହାକୁ ଆଖିରେ ଦେଖିପାରିବାନାହିଁ। ଆତ୍ମା ନିରାକାର, ନିର୍ଗୁଣ, ନିର୍ବିକଳ୍ପ ଓ ଅଦ୍ୱିତୀୟ ଅବସ୍ଥା ଅଟେ। ତାହାର କୌଣସି ରୂପ ନାହିଁ, ଆକାର ନାହିଁ, ସୀମା ନାହିଁ। ଆମେ ଯାହାକୁ ଦେଖୁଛୁ ସେସବୁ ବସ୍ତୁ (object), କିନ୍ତୁ ଆତ୍ମା ବସ୍ତୁ ନୁହେଁ — ସେ ବିଷୟ ଅଟେ , ସେହି ଦ୍ରଷ୍ଟା (Subject)। ଆତ୍ମା ଦୃଶ୍ୟ ନୁହେଁ, ସେ ହେଉଛି ଦ୍ରଷ୍ଟା; ଯିଏ ସବୁକୁ ଦେଖୁଛି, ଅନୁଭବ କରୁଛି, ଜାଣୁଛି। ଶରୀରକୁ ଆମେ ଦେଖୁଛୁ, ମନର ଚିନ୍ତାକୁ ମଧ୍ୟ ଅନୁଭବ କରୁଛୁ — ତେବେ ଯିଏ ଏହାକୁ ଦେଖୁଛି ସେ କିଏ? ସେହି ସାକ୍ଷୀ-ଚେତନା ହେଉଛି ଆତ୍ମା। ଆତ୍ମା କୌଣସି ଅଲଗା ଜିନିଷ ନୁହେଁ — ଆପଣ ନିଜେ ହେଉଛନ୍ତି ଆତ୍ମା। ଆପଣଙ୍କର ସତ୍ୟ ସ୍ୱରୂପ ହେଉଛି ଏହି ଶୁଦ୍ଧ ଚେତନା। ସେଥିପାଇଁ ପ୍ରଶ୍ନ “ଆତ୍ମା କିପରି ଦେଖାଯାଏ?” ର ଉତ୍ତର ହେଉଛି — ଆତ୍ମାକୁ ଦେଖିହେବ ନାହିଁ, କାରଣ ସେହି ହେଉଛି ଦେଖୁଥିବା ସ୍ୱୟଂ। #tatwamuhi #atma #brahmagyan #atmagyan #odiaspirituality #selfdiscovery #brahmavidya #paravidya #atmaraswarupa other Media :- ▶ / @brahmagyan1983 ▶ / twee ▶ brahmatattva.in@gmail.com ▶www.brahmatattva.in