У нас вы можете посмотреть бесплатно ଧନୁଯାତ୍ରା କଂସ ସୁଶିଲ ମେହେରଙ୍କ ମା' ସମଲେସ୍ୱରୀ, ମା'ଦୁର୍ଗା ଏବଂ ମା'ଶ୍ୟାମାକାଳୀଙ୍କ ଦର୍ଶନ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଧନୁଯାତ୍ରା କଂସ ସୁଶିଲ ମେହେରଙ୍କ ମା' ସମଲେସ୍ୱରୀ, ମା'ଦୁର୍ଗା ଏବଂ ମା'ଶ୍ୟାମାକାଳୀଙ୍କ ଦର୍ଶନ Dhanu Yatra Kansa Sushil Meher Seeks Blessings from Maa Samaleswari, Maa Durga and Maa Shyamakali ଚଳିତ ବର୍ଷ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ମହାରାଜ କଂସ ଭୂମିକା ପାଇଁ ମନୋନୀତ ହୋଇଥିବା କଳାକାର ସୁଶିଲ ମେହେର ଆଜି ଧାର୍ମିକ ପରିବେଶରେ ଶହରର ବିଭିନ୍ନ ଦେବାଳୟରେ ଯାଇ ଦର୍ଶନ କରିଥିଲେ। ସେ ପ୍ରଥମେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ସମଲେସ୍ୱରୀଙ୍କ ଚରଣରେ ନମନ କରି ଆରତ୍ରୀ, ପୁଷ୍ପାଞ୍ଜଳି ଓ ନିଜ ଅଭିନୟ ପାର୍ବ ପାଇଁ ମା'ଙ୍କ ଦିବ୍ୟ କୃପା ଭିକ୍ଷା କରିଥିଲେ। ତାପରେ ସେ ହାଟପଦା ସ୍ଥିତ ମା' ଦୁର୍ଗା ମନ୍ଦିର ଏବଂ ମା' ଶ୍ୟାମାକାଳୀ ମନ୍ଦିରକୁ ପର୍ଯ୍ୟଟନ କରିଲେ। ଶ୍ୟାମାକାଳୀ ପୀଠରେ ସେ ମା' ଶ୍ୟାମା କାଳୀ, ବାବା ଶ୍ୟାମେଶ୍ୱର ଓ ହନୁମାନଙ୍କ ଦର୍ଶନ କରି ଆରତ୍ରୀ, ପୁଷ୍ପାଞ୍ଜଳି ଓ ଭକ୍ତିଭାବର ସହ ଆଶୀର୍ବାଦ ଗ୍ରହଣ କଲେ। ତାଙ୍କର ଏହି ଧାର୍ମିକ ଯାତ୍ରା, କଂସ ଭୂମିକା ପ୍ରତି ତାଙ୍କର ସମର୍ପଣ, ଶ୍ରଦ୍ଧା ଏବଂ ମନୋଭାବକୁ ସ୍ପଷ୍ଟ କରିଦେଲା। ଆସନ୍ତା ଧନୁଯାତ୍ରାରେ ସେ କିପରି ଚରିତ୍ରକୁ ପ୍ରତିପାଦନ କରିବେ, ତାହା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଭାରି ଉତ୍ସୁକତା ଦେଖାଦେଉଛି। For this year’s world-renowned Bargarh Dhanu Yatra, artist Sushil Meher, who has been selected to portray the iconic role of Maharaja Kansa, visited several temples in Bargarh today to seek divine blessings. He first paid obeisance at the sacred shrine of Maa Samaleswari, the presiding deity of Bargarh. With deep devotion, he offered Aarti, Pushpanjali, and prayed for strength, dedication, and spiritual guidance for his upcoming performance. Afterwards, he visited the Haatpada Durga Temple and the Maa Shyamakaali Temple. At the Shyamakaali Temple, he had the holy darshan of Maa Shyama Kali, Baba Shyameswar, and Lord Hanuman, performing rituals and offering prayers with utmost sincerity. His spiritual journey reflects his humility, devotion, and commitment toward the grand responsibility entrusted to him. As the Dhanu Yatra approaches, people are eagerly waiting to witness his performance as Maharaja Kansa.