У нас вы можете посмотреть бесплатно ଶ୍ରୀମନ୍ଦିର ପହିଲି ଭୋଗ ନୀତି || ମହାପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଲୀଳା || Pandit Suryanarayana Ratha Sharma или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
" ବଡ଼ ଦେଉଳ ରେ ଲାଗିଛି ନାଟ, ନିଇତି ପୁନିଅ ନିଇତି ହାଟ’ " ଆଜି ପବିତ୍ର ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଅତି ଆନନ୍ଦ ଉଲ୍ଲାସରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ନିକଟରେ ମାସେ ବ୍ୟାପି ପହିଲି ଭୋଗ ନୀତି ପାଳିତ ହେଉଛି। ବିଶ୍ବାସ ଯେ ମା ସାଆନ୍ତାଣୀ ଙ୍କ ଅନୁପସ୍ଥିତି ରେ ମା ଯଶୋଦା ସଅଳ ନୈବେଦ୍ଯ ପ୍ରସ୍ତୁତ କରି ମହାପ୍ରଭୁ ଙ୍କୁ ନୈବେଦ୍ଯ ମଣୋହି କରାନ୍ତି। ଏହି ଅବସରରେ ଶ୍ରୀମନ୍ଦିର ସମ୍ମୁଖରୁ ଶୁଣନ୍ତୁ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ମୁଖରୁ ବ୍ୟାଖ୍ୟା..🙏❤️ ଆଜିର ଏହି ପବିତ୍ର ଭିଡିଓରେ ଆପଣ ଦେଖିବେ ଶ୍ରୀକ୍ଷେତ୍ର ପୁରୀ ଧାମରେ ଶ୍ରୀମନ୍ଦିରର ପହିଲି ଭୋଗ ନୀତି। ପ୍ରତିଦିନ ପ୍ରଭାତେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା ଶୁଭଦ୍ରାଙ୍କୁ ଯେଉଁ ଭୋଗ ଅର୍ପଣ କରାଯାଏ, ସେହି ଦିବ୍ୟ ସେବାକୁ ପହିଲି ଭୋଗ ନୀତି କୁହାଯାଏ। ଏହି ଭୋଗ ନୀତି ଭକ୍ତମାନଙ୍କ ମନେ ଭକ୍ତି, ଶାନ୍ତି ଓ ଆଶୀର୍ବାଦ ଭରିଦିଏ। ମହାପ୍ରଭୁଙ୍କ ଦର୍ଶନ କରି ନିଜ ଦିନକୁ ପବିତ୍ର କରନ୍ତୁ। 🙏 ଜୟ ଜଗନ୍ନାଥ 🙏 ଭିଡିଓଟି ଭଲ ଲାଗିଲେ Like, Share ଓ Subscribe କରିବାକୁ ଭୁଲିବେନି। Pahili Bhoga Niti, Jagannath Temple Puri, Srikhetra Puri Dham, Daily Jagannath Darshan, Morning Bhoga Niti, Lord Jagannath Rituals, Odia Devotional Video #PahiliBhogaNiti #ପହିଲିଭୋଗନୀତି #JagannathTemple #JagannathPuri #SrikhetraPuri #PuriDham #LordJagannath #MahaprabhuJagannath #JagannathDarshan #DailyDarshan #MorningBhoga #TempleRituals #OdiaDevotional #OdiaBhakti #HinduRituals #SpiritualIndia #DivineDarshan #BhaktiVibes #JayJagannath