• ClipSaver
ClipSaver
Русские видео
  • Смешные видео
  • Приколы
  • Обзоры
  • Новости
  • Тесты
  • Спорт
  • Любовь
  • Музыка
  • Разное
Сейчас в тренде
  • Фейгин лайф
  • Три кота
  • Самвел адамян
  • А4 ютуб
  • скачать бит
  • гитара с нуля
Иностранные видео
  • Funny Babies
  • Funny Sports
  • Funny Animals
  • Funny Pranks
  • Funny Magic
  • Funny Vines
  • Funny Virals
  • Funny K-Pop

ଟିକା ଗୋଵିନ୍ଦଚନ୍ଦ୍ର || TIKA GOBINDA CHANDRA || କେନ୍ଦରା ଗୀତ || KENDARA GITA || JOGI PRADEEP NATH скачать в хорошем качестве

ଟିକା ଗୋଵିନ୍ଦଚନ୍ଦ୍ର || TIKA GOBINDA CHANDRA || କେନ୍ଦରା ଗୀତ || KENDARA GITA || JOGI PRADEEP NATH 5 years ago

tika gobinda chandra

kendara gita tika gobinda chandra

bhaju ki na rama namare kumara

kendara gita odia

kendara gita

kendara song odia

kendara song bhajukina rama

kendara gita tika govinda chandra

kendara gita video

odia traditional kendara song

new kendara gita

kendara gita 2023

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ଟିକା ଗୋଵିନ୍ଦଚନ୍ଦ୍ର || TIKA GOBINDA CHANDRA || କେନ୍ଦରା ଗୀତ || KENDARA GITA || JOGI PRADEEP NATH
  • Поделиться ВК
  • Поделиться в ОК
  •  
  •  


Скачать видео с ютуб по ссылке или смотреть без блокировок на сайте: ଟିକା ଗୋଵିନ୍ଦଚନ୍ଦ୍ର || TIKA GOBINDA CHANDRA || କେନ୍ଦରା ଗୀତ || KENDARA GITA || JOGI PRADEEP NATH в качестве 4k

У нас вы можете посмотреть бесплатно ଟିକା ଗୋଵିନ୍ଦଚନ୍ଦ୍ର || TIKA GOBINDA CHANDRA || କେନ୍ଦରା ଗୀତ || KENDARA GITA || JOGI PRADEEP NATH или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:

  • Информация по загрузке:

Скачать mp3 с ютуба отдельным файлом. Бесплатный рингтон ଟିକା ଗୋଵିନ୍ଦଚନ୍ଦ୍ର || TIKA GOBINDA CHANDRA || କେନ୍ଦରା ଗୀତ || KENDARA GITA || JOGI PRADEEP NATH в формате MP3:


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу страницы.
Спасибо за использование сервиса ClipSaver.ru



ଟିକା ଗୋଵିନ୍ଦଚନ୍ଦ୍ର || TIKA GOBINDA CHANDRA || କେନ୍ଦରା ଗୀତ || KENDARA GITA || JOGI PRADEEP NATH

Click the 'bell' icon and Subscribe our channel ! ଟିକା ଗୋଵିନ୍ଦଚନ୍ଦ୍ର || TIKA GOBINDA CHANDRA || କେନ୍ଦରା ଗୀତ || KENDARA GITA || JOGI PRADEEP NATH #Bhaju_Kinarama_Namare_Kumara 🔗    • ଭଜୁକି ନା ରାମ ରାମରେ କୁମର || Tika Gobin...   ଆମ ଲୋକକଳା, ଆମ ସଂସ୍କୃତି “କେନ୍ଦରା” ଶବ୍ଦଟି ଶୁଣିଲେ ଟିକେ ଗାଉଁଲୀ ଶବ୍ଦ ଭଳି ଲାଗୁଛିନା ? ହଁ ଏକଥା ସତଯେ ପ୍ରାଚୀନ ଓଡିଶାର ପୁରପଲ୍ଲୀରେ ପ୍ରଚଳିତ ଥିବା ଭାଷାରୁ ଏହି ଶବ୍ଦର ସୃଷ୍ଟି କେନ୍ଦରା କହିଲେ କୌଣସି ପଦାର୍ଥ ନୁହେଁ ବରଂ ଏକ ପାରମ୍ପରିକ ବାଦ୍ୟ ଯନ୍ତ୍ରକୁ ବୁଝାଏ କେନ୍ଦରାଟି ଦେଖିଲେ ଯେତିକି କୌତୂହଳୀପୂର୍ଣ୍ଣ ଲାଗେ ଠିକ ସେତିକି ମଧୁର ଲାଗେ ଶୁଣିବାକୁ ଏହାର ସ୍ୱର । ଶୁଖିଲା ନଡିଆର ଶଢେଇ, ବାଉଁଶ, ଗୋଧୀଚମଡା ଓ ଘୋଡା ଲାଞ୍ଜର କେଶର ସମ୍ମିଶ୍ରଣରେ ତିଆରି କରାଯାଇଥାଏ କେନ୍ଦରା । ଏହି ବାଦ୍ୟଯନ୍ତ୍ରର ସୃଷ୍ଟି ପୁରୀ ଜିଲ୍ଲାରୁ ହୋଇଥିବାର ଐତିହାସିକ ମାନେ ବଳିଷ୍ଠ ମତ ପ୍ରଦାନ କରନ୍ତି । କାନନ୍ଦୀ ବୈଷ୍ଣବ ସଂପ୍ରଦାୟର ଲୋକମାନେ କୁହନ୍ତି ଯେ- ମହାଦେବ ଶିବଙ୍କ ଠାରୁ ଅବଧୂତ ବା ଦତ୍ତାତ୍ରେୟ ମୁନୀଙ୍କ ସୃଷ୍ଟି । ଅବଧୂତ ମୁନୀଙ୍କ ଠାରୁ ଗୋରେଖା, ନଗେନ୍ଦ୍ର, ନଚେନ୍ଦ୍ର ଓ ମଶ୍ଚେନ୍ଦ୍ର ନାମକ ଚାରି ସନ୍ତାନ ଜନ୍ମ ଗ୍ରହଣ କରିଥିଲେ । ପରବର୍ତ୍ତୀ କାଳରେ ଅବଧୂତ ମୁନୀଙ୍କର ଏହି ଚାରି ପୁତ୍ରଙ୍କ ଠାରୁ ସୃଷ୍ଟି ହେଲା ଚାରୋଟି ଭିନ୍ନ ସଂପ୍ରଦାୟ । ଏବଂ ରୁଷୀ ଗୋରେଖଙ୍କ ଠାରୁ ସୃଷ୍ଟି ହେଲା “ନାଥ ସମ୍ପ୍ରଦାୟ” ବା “କାଳନ୍ଦି ବୈଷ୍ଣବ ସମ୍ପ୍ରଦାୟ” । ନାଥ ସଂପ୍ରଦାୟର ଲୋକମାନେ ବାଛିନେଲେ ଗୋରେଖାଙ୍କ ଠାରୁ ଉତ୍ପନ୍ନ ମୁକ୍ତିର ଏକ ଭିନ୍ନ ପଥ । ଯେଉଁ ପଥରେ ଚାଲିବାକୁ ହେଲେ ବ୍ୟକ୍ତିକୁ ନିଜ ଜୀବନର ସମସ୍ତ ସ୍ଥାବର ଅସ୍ଥାବର ସୁଖସ୍ଵାଚ୍ଚାନ୍ଦ୍ୟକୁ ତ୍ୟାଗ କରିବାକୁ ହେବ । ମିଛ ମୋହମାୟା ସଂସାର (ପରିବାର, ଘରଦ୍ଵାର, ଆତ୍ମୀୟସ୍ଵଜନ) ବନ୍ଧନରୁ ମୁକ୍ତ ହୋଇ ହାତରେ ଶିବଙ୍କ ଲାଉ ତୁମ୍ବାଟିଏ ଧରି ସର୍ବଦା ରାମନାମ ଗାଇ ଧର୍ମଭିକ୍ଷା କରିବାକୁ ହେବ ।ପ୍ରତ୍ୟକ୍ଷ ଓ ପରୋକ୍ଷ ରୂପେ ନିଜ ଆତ୍ମୀୟ ସ୍ଵଜନ ମାନଙ୍କଠାରୁ ଦୂରରେ ରହି ଗ୍ରହଣ କରିବାକୁ ହେବ ଯୋଗୀ ଦୀକ୍ଷା । ଜଣେ ଲୋକ ଯୋଗୀ ଦୀକ୍ଷା ନେବା ମାତ୍ରେ ସେ ବୈଷ୍ଣବରେ ପରିଣତ ହୋଇଯାଏ । ତେଣୁ ଏହି କେନ୍ଦରା ଧାରୀ ଯୋଗୀ ମାନେ ନିଜକୁ “କାଳନ୍ଦି ବୈଷ୍ଣବ” ସମ୍ପ୍ରଦାୟର ସଦସ୍ୟ ବୋଲି କହିଥାନ୍ତି । ଓଡିଶାର ସଂସ୍କୃତି ଓ ଚଳଣୀ ଅନୁସାରେ ଯୋଗୀ ପରମ୍ପରାର ଲୋକମାନେ ହୃଦୟ ବିଦାରକ ଗୀତ ବୋଲିବା ସହିତ କେନ୍ଦରା ବଜାଇ ଗାଆଁ ଗହଳିରେ ଛୁଟାଇ ଦିଅନ୍ତି କରୁଣ ସ୍ଵର ।ଯାହାକୁ ଶୁଣିବା ମାତ୍ରେ ଯେକେହି ବି ହେଉନା କାହିଁକି କିଛି ସମୟ ପାଇଁ ନିଜ ଦୈନନ୍ଦିନ କାମ ଛାଡି ନିସ୍ତବ୍ଧ ରୂପେ କାନ ଡେରିଦିଏ କେନ୍ଦରାରୁ ଉତ୍ପନ୍ନ କରୁଣ ସ୍ଵର ଆଡକୁ । ଲୋକ ମାନେ କୁକର୍ମ ଛାଡି ସୁକର୍ମ କରିବାପାଇଁ ପ୍ରୟାସ କରୁଥିଲେ । ଫଳରେ ସାମାଜିକ ଶ୍ରୁଙ୍ଖଳା ବଳିଷ୍ଠ ରହୁଥିଲା ।ମାତ୍ର ଆଜିର ଯୁଗ ହେଉଛି ବିଜ୍ଞାନର ଯୁଗ । ଲୋକମାନେ ଏବେ ଧାର୍ମିକ ଚେତନା ଓ ଅଲୌକିକ ଶକ୍ତି ଠାରୁ ଅଧିକ ପ୍ରାମାଣିକ ବସ୍ତୁବାଦ ଉପରେ ଗୁରୁତ୍ଵ ଦେଉଛନ୍ତି । ଆଜିର ବିଜ୍ଞାନ ଓଡିଆ ସଂସ୍କୃତିର ପ୍ରାଚୀନ ପରମ୍ପରାକୁ ବିଜ୍ଞାନ ସମ୍ମତ ବୋଲି ସିଦ୍ଧ କରିସାରିଛି । ଏହା ସତ୍ତ୍ୱେ ଲୋକ ମାନଙ୍କଠାରେ ଏବେ ପ୍ରାଚୀନ ସଂସ୍କୃତି ପ୍ରତି ଅନାଦର ଭାବ ଦେଖାଗଲାଣି । ମାତ୍ର ଏହା ଅସମ୍ଭବ । କାରଣ ଲୋକସଂସ୍କୃତି ବୈଜ୍ଞାନିକ ଚିନ୍ତାଧାରାକୁ ଧର୍ମର ଆଖ୍ୟା ଦେଇ ଲୋକ ମାନଙ୍କ ଦ୍ଵାରା ପାଳନ କରାଏ । ଯେବେକୀ ଅନ୍ଧବିଶ୍ଵାସ ଓ କୁପ୍ରଥା କିଛି ସାମାଜିକ କୁତ୍ସିତ, ଅସାମାଜିକ କାର୍ଯ୍ୟରେ ଲିପ୍ତ, ବିକୃତ ମସ୍ତିଷ୍କ ବ୍ୟକ୍ତି ମାନଙ୍କ ଠାରୁ ଜନ୍ମ ନିଏ । ଆଜି ସମୟର ପରିବର୍ତ୍ତନ ସହ ଲୋକସଂସ୍କୃତିର ପତନ ଦେଖାଦେଇଛି । ଏହାର ମୁଖ୍ୟ କାରଣ ହେଉଛି ନିର୍ବୋଧତା ଓ ଅସେଚତନତା । କେନ୍ଦରାବାଲାର ଭିକ୍ଷା ବୃତ୍ତି ହୁଏତ ସମାଜର ବୈଜ୍ଞାନିକ ଚିନ୍ତାଧାରା ସହ କୌଣସି ମତେ ସମ୍ପୃକ୍ତ ଓ ଯୁକ୍ତିଯୁକ୍ତ ନୁହେଁ । ମାତ୍ର ଟୀକା ଗୋବିନ୍ଦଚନ୍ଦ୍ର ଓ କେନ୍ଦରା ବାଦ୍ୟଯନ୍ତ୍ର ନିଶ୍ଚୟ ରୂପେ ବୈଜ୍ଞାନିକ ଚିନ୍ତାଧାରା ସହ ଜଡିତ । ଟୀକାଗୋବିନ୍ଦଚନ୍ଦ୍ର ଦ୍ଵାରା ଲୋକ ମାନଙ୍କ ମଧ୍ୟରେ କର୍ମର ପରିସୀମାକୁ ଦର୍ଶାଇବାସହ କେନ୍ଦରା ବାଦ୍ୟଯନ୍ତ୍ରର ସ୍ଵର ଅତ୍ୟନ୍ତ ଶ୍ରୁତିମଧୁର । ଆଜି ଦିନକୁଦିନ ଏପରି ଅନେକ ଲୋକସଂସ୍କୃତି ରହିଛି ଯାହା କାଳକ୍ରମେ ଲୋପ ପାଇବାକୁ ବସିଛି । ଯଦି ଏସବୁର ପୁନଃଉଦ୍ଧାର କରାନଯାଏ ତେବେ ଆଗାମୀ ପିଢୀର ଲୋକ ମାନେ କେବଳ କାହାଣୀ ଭଳି ଏଭଳି ସଂସ୍କୃତି ଥିଲା ବୋଲି ଶୁଣିପାରିବେ । ସ୍ଵଚକ୍ଷୁରେ କେବେ ଦେଖିପାରିବେ ନାହିଁ । The Kendera is an ethnic stringed instrument ritually used by ascetics of the natha sect while gathering alms. Its sonorous music paired with ancient mournful tunew and a sharp voice can move people to tears. The begging-songs of these wandering yogi's form the class of folk-songs known as kendera gita (after the instrument) or jogi gita, literally 'song of the yogi.' this kendera music instruments is normally made of a coconut shell on which the skin of a monitor lizard has been stretched. A bamboo stick is used as the bow for the instrument. This is a song singing yogi pradip nath, Aaradi, akhandalamani, bhadrakh odisha dedicated to the mother-goddess along with the kendera.. For always being informed, and entertained find us here: Visit our News website http://www.canvasodisha.com Follow us on Facebook   / news.canvasodisha   SUBSCRIBE to our channel    / canvasodisha   Follow us on Twitter   / odishacanvas   Follow us on Instagram   / canvasodisha   #MahadaniKarna #KenderaGita #YogiPradipNath All Copyright Of This Content Belongs To Canvas Odisha Creation. Any Misuse, Reuse, Re Upload, And Unauthorized Use Of The Content May Subjected To Copyright Claim And Legal Action Against Third Party. #OdishaNews #Odia #Bhubaneswar #OdiaNews Canvas Odisha is Odisha’s Leading 24x7 news and current affairs WEB channel from Bhubaneswar. Please visit our website http://www.canvasodisha.com/ for latest oppinions and details news coverage, State News, Breaking News, Twin City (Cuttack & Bhubaneswar), Political News, National & International News, Crime News, Cyclone & Most Popular Of Sanita Swara (Power Of Peoples Voice ) & ETC, Picture, Entertainment, Sports, Cricket and Lifestyles.

Comments
  • ଗଞ୍ଜାମ ଜିଲ୍ଲାର_କେନ୍ଦରା ଗୀତ | ganjam district kendra song 2 years ago
    ଗଞ୍ଜାମ ଜିଲ୍ଲାର_କେନ୍ଦରା ଗୀତ | ganjam district kendra song
    Опубликовано: 2 years ago
    77240
  • Odia .Odia Kendara Gita (କେନ୍ଦରା ଗୀତ) Bhaju Kina Rama Nama 6 years ago
    Odia .Odia Kendara Gita (କେନ୍ଦରା ଗୀତ) Bhaju Kina Rama Nama
    Опубликовано: 6 years ago
    2625446
  • କି ଅଠାଳିଆ ପ୍ରେମ ତମର...😂 || Jatra Comedy Chunka || Odia Comedy || Alankar TV 1 year ago
    କି ଅଠାଳିଆ ପ୍ରେମ ତମର...😂 || Jatra Comedy Chunka || Odia Comedy || Alankar TV
    Опубликовано: 1 year ago
    2840796
  • DASAKATHIA || ବିଷୟ- ଭୀମ ଦର୍ପଚୁର୍ଣ୍ଣ || December 21, 2019 || Manihara Vision 5 years ago
    DASAKATHIA || ବିଷୟ- ଭୀମ ଦର୍ପଚୁର୍ଣ୍ଣ || December 21, 2019 || Manihara Vision
    Опубликовано: 5 years ago
    1153929
  • Sri Jagannath Morning Aarti | ଶ୍ରୀ ଜଗନ୍ନାଥ ଆରତୀ | Namita Agrawal & Subash Dash | Sidharth Bhakti 5 years ago
    Sri Jagannath Morning Aarti | ଶ୍ରୀ ଜଗନ୍ନାଥ ଆରତୀ | Namita Agrawal & Subash Dash | Sidharth Bhakti
    Опубликовано: 5 years ago
    38874366
  • ରାବଣ ସୀତାଙ୍କୁ ହରଣ କରିନାହିଁ Nilanchala mishra bharatalila, bhaliajhola,9437751472#odia jatra 1 month ago
    ରାବଣ ସୀତାଙ୍କୁ ହରଣ କରିନାହିଁ Nilanchala mishra bharatalila, bhaliajhola,9437751472#odia jatra
    Опубликовано: 1 month ago
    64855
  • Kartika Masa Chakulia Panda Gita | ଚକୁଳିଆ ପଣ୍ଡା ଗୀତ I Sricharan | Gobinda Chandra | Sabitree Bhakti 1 year ago
    Kartika Masa Chakulia Panda Gita | ଚକୁଳିଆ ପଣ୍ଡା ଗୀତ I Sricharan | Gobinda Chandra | Sabitree Bhakti
    Опубликовано: 1 year ago
    2505978
  • CHASANIMAKHANDI (JASHODANKA SHOK BEHELA LOKAGITA) 2 years ago
    CHASANIMAKHANDI (JASHODANKA SHOK BEHELA LOKAGITA)
    Опубликовано: 2 years ago
    1290055
  • 100 хитов для души - Душевный шансон на все времена - Сборник хороших песен @romantika_shansona 4 weeks ago
    100 хитов для души - Душевный шансон на все времена - Сборник хороших песен @romantika_shansona
    Опубликовано: 4 weeks ago
    219383
  • Kendara gita|| Mu Budha (ମୁଁ  ବୁଢ଼ା)|| by lokakala sourabha tripura kumar jena 3 years ago
    Kendara gita|| Mu Budha (ମୁଁ ବୁଢ଼ା)|| by lokakala sourabha tripura kumar jena
    Опубликовано: 3 years ago
    224900

Контактный email для правообладателей: [email protected] © 2017 - 2025

Отказ от ответственности - Disclaimer Правообладателям - DMCA Условия использования сайта - TOS