У нас вы можете посмотреть бесплатно Apana eka nuhanti | A brilliant student has fallen ill | ସତ୍ୟପ୍ରକାଶଙ୍କ ଦୁଇଟିଜାକ କୀଡନି ଖରାପ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
କେତେବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କଠୁ ତ ପୁଣି କେବେ ଜିଲ୍ଲାପାଳଙ୍କଠୁ ପୁରସ୍କାର ଗ୍ରହଣ କରୁଛନ୍ତି । ଏମିତି ଅନେକ ପୁରସ୍କାର ସେ ଲାଭ କରିଛନ୍ତି । କାରଣ ସେ ଜଣେ ମେଧାବୀ ଛାତ୍ର । ହେଲେ ଏବେ ସେଇ ମେଧାବୀ ଛାତ୍ର ଜଣଙ୍କ ଜୀବନମରଣ ସହ ସଂଗ୍ରାମ କରୁଛି । ପୁରୀ ଜିଲ୍ଲା ଅସ୍ତରଂଗ ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ପଞ୍ଚାନନ ସ୍ୱାଇଁଙ୍କ ଏକ ମାତ୍ର ପୁଅ ସତ୍ୟପ୍ରକାଶ ଏବେ କୀଡନୀ ରୋଗରେ ଆକ୍ରାନ୍ତ । ଦଶମ ଶ୍ରେଣୀର ମେଧାବୀ ଛାତ୍ର ସତ୍ୟ ପ୍ରକାଶଙ୍କ ଜୀବନକୁ ହଠାତ୍ ଯେମିତି ଢାଙ୍କି ଦେଇଛି କଳା ବାଦଲ । ନିଜ ପରିବାରର ଗରିବୀ ସତ୍ତ୍ବେ ପାଠ ପଢାରେ କଠିନ ପରିଶ୍ରମ କରି ବିଭିନ୍ନ ବୃତ୍ତି ପରୀକ୍ଷାରେ ଜିଲ୍ଲା ଓ ରାଜ୍ୟସ୍ତରରେ ନିଜ ପରିବାର , ଗାଁ, ବିଶେଷକରି ତାଙ୍କ ବିଦ୍ୟାଳୟ ପାଇଁ ଗର୍ବ ପାଲଟିଥିବା ସତ୍ୟ ପ୍ରକାଶ ଏବେ ଶଯ୍ୟାଶାୟୀ । ତାଙ୍କ ଅସୁସ୍ଥତା ଖବର ସମସ୍ତଙ୍କୁ ଚିନ୍ତିତ କରିଛି । For latest news updates follow us on WhatsApp: https://whatsapp.com/channel/0029VaYN... OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile. Stay tuned for all the breaking news ! Visit Our Website https://odishatv.in/ News In Odia: http://otvkhabar.in/ Android App: https://bit.ly/OTVAndroidApp iOS App: https://bit.ly/OTViOSApp Watch Live: https://odishatv.in/live-tv YouTube: https://goo.gl/Ehz6OP Watch our latest news in English: https://bit.ly/3wTgKxc Facebook: / otvkhabar OTV English Facebook : / otvnews Telegram @otvtelegram @otvkhabar Twitter: / otvnews Instagram: / otvnews #apanaekanuhanti#OdishaTV #OTV