У нас вы можете посмотреть бесплатно ଖରାଦିନେ ତ୍ୱଚାର ଯତ୍ନ କିପରି ନେବେ? । Summer Skincare Tips in Odia by Dr Satyartha Prakash или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#SkinCareTips #DoctorTips #OdiaHealthTips ଖରାଦିନେ ଅତ୍ୟଧିକ ତାପମାତ୍ରା ଓ ଗୁଳୁଗୁଳି ଯୋଗୁଁ ସନ୍ବର୍ଣ୍ଣ, ସନ୍ଟ୍ୟାନ୍, ଘିମିରି, ଚର୍ମରେ ନାଲି ନାଲି ଫଳିଯିବା, ଦେହରେ ଝାଳ ବାହାରିବା ଯୋଗୁଁ ଦୁର୍ଗନ୍ଧ ବାହାରିବା, ତ୍ୱଚା କୁଣ୍ଡାଇ ହୋଇ ଯାଦୁ କିମ୍ବା ଆଲର୍ଜି ଭଳି ସମସ୍ୟା ହେବାର ଆଶଙ୍କା ଥାଏ। ତେଣୁ, ଖାସ୍କରି ଖରାଦିନେ ତ୍ଵଚାର ଯତ୍ନ ନେବା ନିହାତି ଜରୁରୀ। ତେବେ ଖରାଦିନେ କିପରି ନେବେ ତ୍ୱଚାର ଯତ୍ନ? ମାସ୍କ ଓ ସାନିଟାଇଜର ବ୍ୟବହାର ଯୋଗୁଁ ହେଉଥିବା ସମସ୍ୟାରୁ କିପରି ପାଇବେ ମୁକ୍ତି? ଏନେଇ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟାର୍ଥ ପ୍ରକାଶ କ’ଣ କହୁଛନ୍ତି, ଜାଣନ୍ତୁ। ଏହି ଭିଡିଓରେ ରହିଛି, ଖରାଦିନେ ହେଉଥିବା ତ୍ୱଚାଜନିତ ସମସ୍ୟା (0:00) ଖରାଦିନେ ତ୍ୱଚା ସମସ୍ୟାର ଚିକିତ୍ସା (2:07) ତ୍ୱଚାର କିପରି ନେବେ ଯତ୍ନ? (4:10) ମାସ୍କ ଓ ସାନିଟାଇଜର ବ୍ୟବହାର ଯୋଗୁଁ ହେଉଥିବା ସମସ୍ୟା (7:30) କୋଭିଡ୍ରୁ ସୁସ୍ଥ ହେବା ପରେ ତ୍ୱଚାର ଯତ୍ନ (9:40) ସୁସ୍ଥ ତ୍ୱଚା ପାଇଁ ଜୀବନଶୈଳୀ ଓ ଡାଏଟ୍ (10:48) ଯଦି ଆପଣ ଏହି ଭିଡିଓ ଉପରେ ଆଧାରିତ ଲେଖା ପଢ଼ିବାକୁ ଚାହୁଁଛନ୍ତି, କ୍ଲିକ୍ କରନ୍ତୁ: https://www.swasthya.plus/how-to-take... Excessive heat during summer can lead to sunburn, red, scaly, or itchy patches on the skin, and many different types of problems. Therefore, it is important to take care of your health, especially on summer days. So how to take care of your skin in the summer season? How to get rid of problems caused by the use of masks and sanitizers? Find out more from Dr Satyartha Prakash, a Cosmetologist. In this video, Skin problems that occur during the summer season (0:00) Treatment of summer skin problems (2:07) How to take care of your skin? (4:10) Skin problems caused by masks & sanitizers (7:30) Skincare after recovering from COVID (9:40) Lifestyle and diet for healthy skin (10:48) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!