У нас вы можете посмотреть бесплатно ନିମାପଡ଼ାରେ ବିଜେପିର ମହାମିଶ୍ରଣ ପର୍ବ || Pravati Parida’s Power Show in Nimapada || Odisha Reporter или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#ନିମାପଡ଼ାରେ_ପ୍ରଭାତୀଙ୍କ_ପାୱାର_ଶୋ' ନିମାପଡ଼ା ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପାୱାର ଶୋ' । ନିମାପଡ଼ା ମୁକ୍ତାକାଶ ରଙ୍ଗମଞ୍ଚରେ ବିଜେପି ପକ୍ଷରୁ ଆୟୋଜିତ ମହାମିଶ୍ରଣ ପର୍ବରେ ପ୍ରଭାତୀ ପରିଡ଼ାଙ୍କ ସହ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ନିଆଳି ବିଧାୟକ ଛବି ମଲ୍ଲିକଙ୍କ ଉପସ୍ଥିତିରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର 46ଟି ପଞ୍ଚାୟତ ଓ ନିମାପଡ଼ା ଏନଏସିର 11ଟି ୱାର୍ଡରୁ ବିଭିନ୍ନ ଦଳ ଛାଡି ଦୁଇ ହଜାରରୁ ଉର୍ଦ୍ଧ୍ୱ ଲୋକ ବିଜେପିରେ ସାମିଲ ହୋଇଥିଲେ । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter #OdishaReporter #BJPmishran #JoiningProgramme #Nimapada #PrabhatiParida