У нас вы можете посмотреть бесплатно ଯାତ୍ରା ଦୁନିଆର ଲୁକ୍କାୟିତ ପ୍ରତିଭା 'Kumar Bapu' - ଏକ ବିଶେଷ ରିପୋର୍ଟ। или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ନମସ୍କାର ଦର୍ଶକ ବନ୍ଧୁ, ଆଜିର ଏହି ଭିଡିଓରେ ଆମେ ଆପଣଙ୍କୁ ପରିଚିତ କରାଇବୁ ଯାତ୍ରା ଜଗତର ଜଣେ ଅତି ପ୍ରତିଭାଶାଳୀ କଳାକାର 'କୁମାର ବାପୁ'ଙ୍କ ସହ। ଯିଏ ନିଜର ଚମତ୍କାର ଅଭିନୟ ଏବଂ ଶୈଳୀ ଦ୍ୱାରା ମାଳି ପାର୍ଟିରେ ସମସ୍ତଙ୍କ ମନ ଜିଣି ପାରିଛନ୍ତି। କୁମାର ବାପୁଙ୍କ ଭିତରେ ଜଣେ ପ୍ରକୃତ ହିରୋ ହେବାର ସମସ୍ତ ଗୁଣ ରହିଛି। ଓଡ଼ିଶାର ସୁନାମଧନ୍ୟ ଯାତ୍ରା ଅନୁଷ୍ଠାନ 'ତୁଳସୀ ଗଣନାଟ୍ୟ' ର ମାଲିକ ଶ୍ରଦ୍ଧେୟ ନାଣ୍ଡୁ ବାବୁ ସବୁବେଳେ ନୂଆ ନୂଆ ପ୍ରତିଭାମାନଙ୍କୁ ସୁଯୋଗ ଦେଇ ଆସିଛନ୍ତି ଏବଂ ସେମାନଙ୍କୁ ସଫଳ କଳାକାର ଭାବେ ଗଢି ତୋଳିଛନ୍ତି। ଆମର ଏହି ଭିଡିଓ ମାଧ୍ୟମରେ ନାଣ୍ଡୁ ବାବୁଙ୍କୁ ଏତିକି ଅନୁରୋଧ ଯେ, କୁମାର ବାପୁଙ୍କ ପରି ଜଣେ ଉଦୀୟମାନ କଳାକାରଙ୍କୁ ଯଦି ତୁଳସୀ ଗଣନାଟ୍ୟ ଭଳି ଏକ ବଡ଼ ମଞ୍ଚରେ ସୁଯୋଗ ମିଳେ, ତେବେ ଓଡ଼ିଶା ଯାତ୍ରା ଜଗତ ଜଣେ ଭଲ ଅଭିନେତା ପାଇପାରିବ। ଆପଣମାନଙ୍କୁ ଅନୁରୋଧ ଏହି ଭିଡିଓକୁ ଏତେ ମାତ୍ରାରେ ଶେୟାର କରନ୍ତୁ ଯେମିତି ଏହା ନାଣ୍ଡୁ ବାବୁଙ୍କ ପାଖରେ ପହଞ୍ଚି ପାରିବ। @Rani_Panda @tulasigananatya65 @bigodiajatra6424 @amejatrapremi @SidharthJatraAgana @SKJATRA @JatraOdisha @JoyJatraDrama @JatraJhankar Hashtags: #KumarBapu #TulsiGananatya #NanduBabu #JatraDunia #OdishaJatra #NewTalent #JatraHero #JatraArtist #OdishaEntertainment