• ClipSaver
  • dtub.ru
ClipSaver
Русские видео
  • Смешные видео
  • Приколы
  • Обзоры
  • Новости
  • Тесты
  • Спорт
  • Любовь
  • Музыка
  • Разное
Сейчас в тренде
  • Фейгин лайф
  • Три кота
  • Самвел адамян
  • А4 ютуб
  • скачать бит
  • гитара с нуля
Иностранные видео
  • Funny Babies
  • Funny Sports
  • Funny Animals
  • Funny Pranks
  • Funny Magic
  • Funny Vines
  • Funny Virals
  • Funny K-Pop

ମୃତ୍ୟୁ ମୁହଁରୁ ଫେରିଲି! 😭 ରକ୍ତ ଅଭାବରୁ ଅପରେସନ୍ ଟଳିଗଲା, ପ୍ରଭୁ ଜଗନ୍ନାଥ ହେଲେ ସାହା 🙏 | Jay Jagannath TV скачать в хорошем качестве

ମୃତ୍ୟୁ ମୁହଁରୁ ଫେରିଲି! 😭 ରକ୍ତ ଅଭାବରୁ ଅପରେସନ୍ ଟଳିଗଲା, ପ୍ରଭୁ ଜଗନ୍ନାଥ ହେଲେ ସାହା 🙏 | Jay Jagannath TV 5 часов назад

скачать видео

скачать mp3

скачать mp4

поделиться

телефон с камерой

телефон с видео

бесплатно

загрузить,

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ମୃତ୍ୟୁ ମୁହଁରୁ ଫେରିଲି! 😭 ରକ୍ତ ଅଭାବରୁ ଅପରେସନ୍ ଟଳିଗଲା, ପ୍ରଭୁ ଜଗନ୍ନାଥ ହେଲେ ସାହା 🙏 | Jay Jagannath TV
  • Поделиться ВК
  • Поделиться в ОК
  •  
  •  


Скачать видео с ютуб по ссылке или смотреть без блокировок на сайте: ମୃତ୍ୟୁ ମୁହଁରୁ ଫେରିଲି! 😭 ରକ୍ତ ଅଭାବରୁ ଅପରେସନ୍ ଟଳିଗଲା, ପ୍ରଭୁ ଜଗନ୍ନାଥ ହେଲେ ସାହା 🙏 | Jay Jagannath TV в качестве 4k

У нас вы можете посмотреть бесплатно ମୃତ୍ୟୁ ମୁହଁରୁ ଫେରିଲି! 😭 ରକ୍ତ ଅଭାବରୁ ଅପରେସନ୍ ଟଳିଗଲା, ପ୍ରଭୁ ଜଗନ୍ନାଥ ହେଲେ ସାହା 🙏 | Jay Jagannath TV или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:

  • Информация по загрузке:

Скачать mp3 с ютуба отдельным файлом. Бесплатный рингтон ମୃତ୍ୟୁ ମୁହଁରୁ ଫେରିଲି! 😭 ରକ୍ତ ଅଭାବରୁ ଅପରେସନ୍ ଟଳିଗଲା, ପ୍ରଭୁ ଜଗନ୍ନାଥ ହେଲେ ସାହା 🙏 | Jay Jagannath TV в формате MP3:


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу страницы.
Спасибо за использование сервиса ClipSaver.ru



ମୃତ୍ୟୁ ମୁହଁରୁ ଫେରିଲି! 😭 ରକ୍ତ ଅଭାବରୁ ଅପରେସନ୍ ଟଳିଗଲା, ପ୍ରଭୁ ଜଗନ୍ନାଥ ହେଲେ ସାହା 🙏 | Jay Jagannath TV

ଜୟ ଜଗନ୍ନାଥ! 🙏 "ଭକ୍ତଙ୍କ ଅନୁଭୂତି" କାର୍ଯ୍ୟକ୍ରମର ଆଜିର (୧୭ ଜାନୁୟାରୀ ୨୦୨୬) ଏହି ଅଧ୍ୟାୟରେ ଶୁଣନ୍ତୁ ଏକ ଅତ୍ୟନ୍ତ ଆବେଗପୂର୍ଣ୍ଣ ସତ୍ୟ ଘଟଣା। ଏକ ଭୟଙ୍କର ସଡ଼କ ଦୁର୍ଘଟଣା ପରେ ଶରୀରରୁ ପ୍ରଚୁର ରକ୍ତସ୍ରାବ ହେବା ଫଳରେ ଅପରେସନ୍ କରିବା ଅସମ୍ଭବ ହୋଇପଡ଼ିଥିଲା। ଡାକ୍ତରମାନେ ବଞ୍ଚିବାର ଆଶା ସଂପୂର୍ଣ୍ଣ ଛାଡ଼ି ଦେଇଥିଲେ। କିନ୍ତୁ ଯେଉଁଠି ମଣିଷର ଚେଷ୍ଟା ଶେଷ ହୁଏ, ସେଠାରୁ କାଳିଆ ସାଆନ୍ତଙ୍କ ଲୀଳା ଆରମ୍ଭ ହୁଏ। ଭକ୍ତର ଆକୁଳ ପ୍ରାର୍ଥନା ଶୁଣି ପ୍ରଭୁ କିପରି ସେହି ସଙ୍କଟ ସମୟରେ ରକ୍ଷା କଲେ ଏବଂ ଏକ ନୂଆ ଜୀବନ ଦେଲେ, ସେହି ଦିବ୍ୟ ଅନୁଭୂତି ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। 🎬 ପ୍ରୋଗ୍ରାମ: ଭକ୍ତଙ୍କ ଅନୁଭୂତି (Bhaktanka Anubhuti) Please Like, Share and Subscribe to Jay Jagannath TV! 🔔 ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ ଏବଂ ପ୍ରତିଦିନ ମହାପ୍ରଭୁଙ୍କ ମହିମା ଶୁଣନ୍ତୁ। #JayJagannathTV #BhaktankaAnubhuti #JagannathMiracle #OdiaDevotional #AccidentMiracle #HealthMiracle #JagannathLila #FaithInGod #Odisha #Puri #SpiritualExperience #JagannathBhajan #2026JagannathAnubhuti "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 Watch "JAY JAGANNATH TV" on DTH: TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397 Also available on all cable networks. For More Info please contact - 6372804618 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Comments
  • ବ୍ଲଡ଼ ପ୍ରେସର ଓ ଡାଇବେଟିସରେ ସ୍ୱାମୀଙ୍କୁ ପାରାଲେସିସ କାହାକୁ ଚିହ୍ନି ପାରିଲେନି.... 3 недели назад
    ବ୍ଲଡ଼ ପ୍ରେସର ଓ ଡାଇବେଟିସରେ ସ୍ୱାମୀଙ୍କୁ ପାରାଲେସିସ କାହାକୁ ଚିହ୍ନି ପାରିଲେନି....
    Опубликовано: 3 недели назад
  • Bhikari Bal || Jagannath Bhajan 3 года назад
    Bhikari Bal || Jagannath Bhajan
    Опубликовано: 3 года назад
  • 🔴LIVE | ଗୋ ମାଫିଆଙ୍କ ଘରେ କୋଟି କୋଟି ଟଙ୍କା | Police Raid | Bhadrak | Odisha News | OTV Трансляция закончилась 3 часа назад
    🔴LIVE | ଗୋ ମାଫିଆଙ୍କ ଘରେ କୋଟି କୋଟି ଟଙ୍କା | Police Raid | Bhadrak | Odisha News | OTV
    Опубликовано: Трансляция закончилась 3 часа назад
  • କାହାକୁ ଚିନ୍ତା କଲେ ବିପଦ ଆସେନାହିଁ II ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ II ପ୍ରବକ୍ତା ସତ୍ୟାନନ୍ଦ ଦାସ 3 года назад
    କାହାକୁ ଚିନ୍ତା କଲେ ବିପଦ ଆସେନାହିଁ II ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ II ପ୍ରବକ୍ତା ସତ୍ୟାନନ୍ଦ ଦାସ
    Опубликовано: 3 года назад
  • ବାଇଶି ପାହାଚରେ ଅଚଳ ହୋଇପଡ଼ିଲେ ସ୍ୱାମୀ,ତୋ ଦେଉଳକୁ ଆସିଥିଲି ବୋଲି ଏମିତି ଦଣ୍ଡ ଦେଲୁ..Bhaktanka Anubhuti 1 месяц назад
    ବାଇଶି ପାହାଚରେ ଅଚଳ ହୋଇପଡ଼ିଲେ ସ୍ୱାମୀ,ତୋ ଦେଉଳକୁ ଆସିଥିଲି ବୋଲି ଏମିତି ଦଣ୍ଡ ଦେଲୁ..Bhaktanka Anubhuti
    Опубликовано: 1 месяц назад
  • ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ 2 года назад
    ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ "କଳ୍କୀ ପ୍ରକାଶ" ହେବେ ? I କେବେ "କଳିଯୁଗ ଶେଷ" ହେବ ? I
    Опубликовано: 2 года назад
  • Maa Jhadi Diye Jete Deha Dhuli - Jukebox | Best of Sonu Nigam | Odia Sri Jagannath Bhajan Hits 1 день назад
    Maa Jhadi Diye Jete Deha Dhuli - Jukebox | Best of Sonu Nigam | Odia Sri Jagannath Bhajan Hits
    Опубликовано: 1 день назад
  • ସାନ ଝିଅ ବାହାଘର ପାଇଁ ପାଖରେ ଟଙ୍କାଟିଏ ନଥିଲା, ଶେଷ ମୁହୂର୍ତ୍ତରେ ରଥ ଚଳାଇଲେ ଜଗନ୍ନାଥ! Jay Jagannath TV 43 минуты назад
    ସାନ ଝିଅ ବାହାଘର ପାଇଁ ପାଖରେ ଟଙ୍କାଟିଏ ନଥିଲା, ଶେଷ ମୁହୂର୍ତ୍ତରେ ରଥ ଚଳାଇଲେ ଜଗନ୍ନାଥ! Jay Jagannath TV
    Опубликовано: 43 минуты назад
  • Jagannatha Tume Parambramha - ଜଗନ୍ନାଥ ତୁମେ ପରଂବ୍ରହ୍ମ | Soulful Odia Devotional Song | Namita Agrawal 4 года назад
    Jagannatha Tume Parambramha - ଜଗନ୍ନାଥ ତୁମେ ପରଂବ୍ରହ୍ମ | Soulful Odia Devotional Song | Namita Agrawal
    Опубликовано: 4 года назад
  • Jaga Re (ଜଗା ରେ)| Studio Version | Odia Jagannath Bhajan | Sourav Bharadwaj | Aruna Muzik Odia 1 год назад
    Jaga Re (ଜଗା ରେ)| Studio Version | Odia Jagannath Bhajan | Sourav Bharadwaj | Aruna Muzik Odia
    Опубликовано: 1 год назад
  • ପେଟରେ ଘା' ଡାକ୍ତର କହିଲେ ଟିଉମର,ପ୍ରଭୁ ବଞ୍ଚେଇଲେ ମୃତ୍ୟୁ ମୁଖରୁ,ଶୁଣନ୍ତୁ ଭକ୍ତମାନଙ୍କ ଭିନ୍ନଭିନ୍ନ ଅନୁଭୂତି 1 месяц назад
    ପେଟରେ ଘା' ଡାକ୍ତର କହିଲେ ଟିଉମର,ପ୍ରଭୁ ବଞ୍ଚେଇଲେ ମୃତ୍ୟୁ ମୁଖରୁ,ଶୁଣନ୍ତୁ ଭକ୍ତମାନଙ୍କ ଭିନ୍ନଭିନ୍ନ ଅନୁଭୂତି
    Опубликовано: 1 месяц назад
  • ଆଜି(17-jan)ଶ୍ରୀପତିତପାବନଙ୍କ ଧୂପଆଳତୀର ଦିବ୍ୟଦର୍ଶନ #Patitapaban Dhupa Alati #JayJagannathTv 4 часа назад
    ଆଜି(17-jan)ଶ୍ରୀପତିତପାବନଙ୍କ ଧୂପଆଳତୀର ଦିବ୍ୟଦର୍ଶନ #Patitapaban Dhupa Alati #JayJagannathTv
    Опубликовано: 4 часа назад
  • ମହାଦେବ ଙ୍କୁ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୁଏ 🙏charan ram das prabachana 5 месяцев назад
    ମହାଦେବ ଙ୍କୁ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୁଏ 🙏charan ram das prabachana
    Опубликовано: 5 месяцев назад
  • Jagannatha Tume Param Brahma - ଜଗନ୍ନାଥ ତୁମେ ପରଂବ୍ରହ୍ମ | Arabinda Muduli | ତୁମେ ରାମ ତୁମେ ଶ୍ୟାମ 3 года назад
    Jagannatha Tume Param Brahma - ଜଗନ୍ନାଥ ତୁମେ ପରଂବ୍ରହ୍ମ | Arabinda Muduli | ତୁମେ ରାମ ତୁମେ ଶ୍ୟାମ
    Опубликовано: 3 года назад
  • ବାପା-ମା ଆଖିରେ ଲୁହଦେଲେ କେବଳ ବିନାଶ | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା - ବାବା ଦିବାକର ଦାସ 3 года назад
    ବାପା-ମା ଆଖିରେ ଲୁହଦେଲେ କେବଳ ବିନାଶ | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା - ବାବା ଦିବାକର ଦାସ
    Опубликовано: 3 года назад
  • ଶ୍ରୀକୃଷ୍ଣ ରାତିରେ ଜନ୍ମ ନେଲେ କାହିଁକି ? | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା -ସତ୍ୟାନନ୍ଦ ଦାସ 3 года назад
    ଶ୍ରୀକୃଷ୍ଣ ରାତିରେ ଜନ୍ମ ନେଲେ କାହିଁକି ? | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା -ସତ୍ୟାନନ୍ଦ ଦାସ
    Опубликовано: 3 года назад
  • ସମ୍ପୂର୍ଣ୍ଣଲକ୍ଷ୍ମୀର ବିଚାରକ ଶ୍ରୀକାନ୍ତ ଗୌତମଙ୍କ ସହିତ ଶ୍ରେଷ୍ଠ 12ଜଣ ପ୍ରତିଯୋଗୀ ମହାପ୍ରଭୁଙ୍କୁ ଦର୍ଶନ କଲେ 2 месяца назад
    ସମ୍ପୂର୍ଣ୍ଣଲକ୍ଷ୍ମୀର ବିଚାରକ ଶ୍ରୀକାନ୍ତ ଗୌତମଙ୍କ ସହିତ ଶ୍ରେଷ୍ଠ 12ଜଣ ପ୍ରତିଯୋଗୀ ମହାପ୍ରଭୁଙ୍କୁ ଦର୍ଶନ କଲେ
    Опубликовано: 2 месяца назад
  • ଶ୍ରୀ ଜଗନ୍ନାଥ, ପଞ୍ଚସଖା, ବଡ଼ପଣ୍ଡା ଓ ମାଳିକାର ରହସ୍ୟମୟ ସମ୍ପର୍କ 7 месяцев назад
    ଶ୍ରୀ ଜଗନ୍ନାଥ, ପଞ୍ଚସଖା, ବଡ଼ପଣ୍ଡା ଓ ମାଳିକାର ରହସ୍ୟମୟ ସମ୍ପର୍କ
    Опубликовано: 7 месяцев назад
  • ଜଗନ୍ନାଥ ଙ୍କ ରୋଷେଇ ଘର ର କାହାଣୀ 🙏charan ram das speach 5 месяцев назад
    ଜଗନ୍ନାଥ ଙ୍କ ରୋଷେଇ ଘର ର କାହାଣୀ 🙏charan ram das speach
    Опубликовано: 5 месяцев назад
  • ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଦଶମ ସ୍କନ୍ଧର ୬୪ ଅଧ୍ୟାୟ | Jay Jagannath TV 3 месяца назад
    ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଦଶମ ସ୍କନ୍ଧର ୬୪ ଅଧ୍ୟାୟ | Jay Jagannath TV
    Опубликовано: 3 месяца назад

Контактный email для правообладателей: u2beadvert@gmail.com © 2017 - 2026

Отказ от ответственности - Disclaimer Правообладателям - DMCA Условия использования сайта - TOS



Карта сайта 1 Карта сайта 2 Карта сайта 3 Карта сайта 4 Карта сайта 5