У нас вы можете посмотреть бесплатно ରାଜଧାନୀ ରୁ ଚାଇନା , ସିମ୍ ବକ୍ସ ରାକେଟ୍ ଚଳାଇଥିଲେ ୨ କେରଳ ଯୁବକ ! SIM Box Racket busted in Bhubaneswar или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ରାଜଧାନୀ ରୁ ଚାଇନା , ସିମ୍ ବକ୍ସ ରାକେଟ୍ ଚଳାଇଥିଲେ ୨ କେରଳ ଯୁବକ ! ରାଜଧାନୀ ରେ ବେଆଇନ ସିମ୍ ବକ୍ସ ରାକେଟ ଠାବ। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଇନ୍ଫୋସିଟୀ ଅଂଚଳରେ ଏକ ହଷ୍ଟେଲ ରୁ ଠାବ ହେଇଛି 12 ଟି ସିମ ବକ୍ସ। ବାଂଲାଦେଶ ରୁ ଏହି ମେସିନ ଆଣି ଚାଇନା ରୁ ସଫ୍ଟୱରେ ଆଣି ଏହି ରାକେଟ ଚଳାଇଥିଲେ ଦୁଇଜଣ ଯୁବକ। ଦୁଇ ଜଣ ଯୁବକ ହେଉଛନ୍ତି କେରଳ ଅଞ୍ଚଳର ଉମର ଏମ ଓ ସିଆକୁଲ ବୋଲି ଜଣା ପଡିଛି। 4 ମାସ ହେବ ଆସି ସିମ୍ ବକ୍ସ ରାକେଟ ଚଳାଇଥିଲେ ବୋଲି ଜଣାପଡିଛି। ଏହି ଦୁଇଜଣ ଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। SIM Box Racket busted in Bhubaneswar #Bhubaneswar #SIMBoxRacket #BhubaneswarPolice #OdishaPolice #CyberCrimeIndia #InternationalCallScam #CyberSecurity #OdishaCrime Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha