У нас вы можете посмотреть бесплатно " PAUSE BEFORE POSTING" Usasi Misra's unspoken story👍 Varsha Priyadarshini❤️ Sammanita🙏 или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
କଳାକାର ମାନଙ୍କୁ ଦର୍ଶକ ହିଁ ସଫଳ ଓ ଲୋକପ୍ରିୟ କରାଇଥାନ୍ତି, ସେଥିପାଇଁ ତ ପ୍ରତି କଳାକାରଙ୍କ ପାଇଁ ଦର୍ଶକ ହିଁ ତାର ଭଗବାନ । କଳାକାରଙ୍କୁ କୁହାଯାଏ ପବ୍ଲିକ ଫିଗର। ହେଲେ ବିଭିନ୍ନ ସମୟରେ ସୋସିଆଲ୍ ମିଡିଆରେ ମିଛ ଖବରକୁ ରଙ୍ଗ ଦେଇ ବନେଇ ଚୁନେଇ ପରିବେଷଣ କରାଯାଏ, କେବଳ LIKE, VIEWS ଓ SUBSCRIPTION ପାଇଁ । ଏମିତି କରୁଥିବା ଲୋକ ଭୁଲିଯାଆନ୍ତି ଯେ କଳାକାରମାନେ ବି ରକ୍ତ ମାଂସରେ ଗଢା। ସେମାନଙ୍କର ବି ଘର ପରିବାର ଅଛି, ସେମାନଙ୍କର ବି ମାନସମ୍ମାନ ଅଛି ଆଉ ସବୁଠାରୁ ବଡ଼ କଥା ସେମାନଙ୍କର ବି ବଂଚିବାର ଅଧିକାର ଅଛି। ସେମାନଙ୍କ ବିଷୟରେ ଅତିରଂଜିତ, କପୋଳକଳ୍ପିତ ,ଷ୍ଟୋରି କରି ତାକୁ ବିକ୍ରି କରିବା ପୂବରୁ ଭାବନ୍ତୁ। ଅଶ୍ଲୀଳ ଓ ଅସଭ୍ୟ କମେଣ୍ଟସ୍ ଦେବା ପୂର୍ବରୁ ଚିନ୍ତା କରନ୍ତୁ ଯଦି ଆପଣଙ୍କ ପରିବାରର କାହା ସହ ଏମିତି ହୁଏ ???? ତେଣୁ POST ପୂର୍ବରୁ ନିଅନ୍ତୁ PAUSE… #Sammanita #VarshaPriyadashini #PauseBeforePosting #StopAbusing #SocialMediaAwarness