У нас вы можете посмотреть бесплатно 'ମୁଁ ଠାକୁରଙ୍କୁ ତ ଦେଖିନି, କିନ୍ତୁ ମୋ ପାଇଁ ମୋ ସ୍ତ୍ରୀ ଠାକୁର' или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଏମିତି ବି ସ୍ତ୍ରୀ ଅଛନ୍ତି, ଯିଏ କି ସକାଳୁ ନେଇ ସଞ୍ଜ ଯାଏଁ ସ୍ବାମୀ ସେବାରେ ଲାଗିଥାନ୍ତି । ସ୍ବାମୀଙ୍କ ଖାଇବା ଠୁ ନେଇ ପିନ୍ଧିବା ସବୁ ବୁଝନ୍ତି । ସ୍ବାମୀଙ୍କ କାମ ଯଦି ବାହାରେ ଥିବ ତଥାପି ସେ ହୁଇଲ ଚେୟାରରେ ଠେଲି ଠେଲି ସ୍ବାମୀର ସବୁ କାମ ସେ କରନ୍ତି । ଏମିତି କି, ପ୍ରତିଦିନ ସ୍ଵାମୀଙ୍କୁ ସାଙ୍ଗରେ ନେଇ ୧୫ କିଲୋମିଟର ଚାଲନ୍ତି । ଦେଖନ୍ତୁ, ଏଇଭଳି ଜଣେ 'ସାବିତ୍ରୀ'ଙ୍କ ସହ ସୂଚନା ଟିଭି ୨୪ x୭ ର ପ୍ରତିନିଧିଙ୍କ ସ୍ୱତନ୍ତ୍ର ସାକ୍ଷାତକାର । #wife #wifeandhusbandrelationship #love #couple #bhubaneswar #bhubaneswarnews #suchanatv24x7 Dear Viewers, We have painstakingly prepared unique videos which have been carefully edited keeping in mind YouTube policy and guidelines and the taste of our beloved viewers be it breaking news, national news, international news, videos or #shorts. Thank You for watching #suchanatv24x7 Our social media platforms: Website - https://suchanatv.com/ Twitter - / suchanatv24x7 Facebook- / suchanatv24x7 YouTube - / @suchanatv24x7 Whatsapp- https://whatsapp.com/channel/0029Va9l... For trade queries please contact us: E-mail: suchanatv@[email protected]