• ClipSaver
ClipSaver
Русские видео
  • Смешные видео
  • Приколы
  • Обзоры
  • Новости
  • Тесты
  • Спорт
  • Любовь
  • Музыка
  • Разное
Сейчас в тренде
  • Фейгин лайф
  • Три кота
  • Самвел адамян
  • А4 ютуб
  • скачать бит
  • гитара с нуля
Иностранные видео
  • Funny Babies
  • Funny Sports
  • Funny Animals
  • Funny Pranks
  • Funny Magic
  • Funny Vines
  • Funny Virals
  • Funny K-Pop

JAGANNATH TEMPLE DIVINE FLAG CHANGE 24-Mar-2025 | ନୀଳଚକ୍ରରେ ହଳଦିଆ ରଙ୍ଗର ପତାକାଲାଗି | JAY JAGANNATH TV скачать в хорошем качестве

JAGANNATH TEMPLE DIVINE FLAG CHANGE 24-Mar-2025 | ନୀଳଚକ୍ରରେ ହଳଦିଆ ରଙ୍ଗର ପତାକାଲାଗି | JAY JAGANNATH TV 2 months ago

Jay Jagannath TV Channel

jay jagannath tv live

jay jagannath channel

sri patitapabana alati

patitapabana darshana live

patakalagi darshana live

jai jagannath tv

jai jagannath tv live

jay jagannath

jai jagannath

sidharth bhakti

namita agrawal

JAY JAGANNATH TV Channel

patitapaban aarti today

patakalagi live

ekadasi mahadipa live

ajira dwaraphita live

ratha yatra 2024 live

Bahuda jatra 2024

bahuda jatra live puri

bahuda yatra 2024 live

Sunabesa2024 live

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
JAGANNATH TEMPLE DIVINE FLAG CHANGE 24-Mar-2025 | ନୀଳଚକ୍ରରେ ହଳଦିଆ ରଙ୍ଗର ପତାକାଲାଗି | JAY JAGANNATH TV
  • Поделиться ВК
  • Поделиться в ОК
  •  
  •  


Скачать видео с ютуб по ссылке или смотреть без блокировок на сайте: JAGANNATH TEMPLE DIVINE FLAG CHANGE 24-Mar-2025 | ନୀଳଚକ୍ରରେ ହଳଦିଆ ରଙ୍ଗର ପତାକାଲାଗି | JAY JAGANNATH TV в качестве 4k

У нас вы можете посмотреть бесплатно JAGANNATH TEMPLE DIVINE FLAG CHANGE 24-Mar-2025 | ନୀଳଚକ୍ରରେ ହଳଦିଆ ରଙ୍ଗର ପତାକାଲାଗି | JAY JAGANNATH TV или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:

  • Информация по загрузке:

Скачать mp3 с ютуба отдельным файлом. Бесплатный рингтон JAGANNATH TEMPLE DIVINE FLAG CHANGE 24-Mar-2025 | ନୀଳଚକ୍ରରେ ହଳଦିଆ ରଙ୍ଗର ପତାକାଲାଗି | JAY JAGANNATH TV в формате MP3:


Если кнопки скачивания не загрузились НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу страницы.
Спасибо за использование сервиса ClipSaver.ru



JAGANNATH TEMPLE DIVINE FLAG CHANGE 24-Mar-2025 | ନୀଳଚକ୍ରରେ ହଳଦିଆ ରଙ୍ଗର ପତାକାଲାଗି | JAY JAGANNATH TV

Puri Sri Jagannath Temple’s glorious divine flag alteration on Nilachakra - Dt- 24th Mar 2025 "ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ବା ପତାକା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ବର୍ଷକ ବାର ମାସ ୩୬୫ ଦିନ ଖରା, ବର୍ଷା , ଶୀତ କୁ ଖାତିର ନ କରି ପ୍ରତିଦିନ ସନ୍ଧ୍ୟା ୫ ଟା ରେ ଚୁନରା ସେବକ ନୀଳଚକ୍ର ରେ ଧ୍ବଜା ବାନ୍ଧିବା ନିମନ୍ତେ ଶ୍ରୀମନ୍ଦିର ଚୁଡାକୁ ଆରୋହଣ କରିଥାନ୍ତି। ଏହି ସେବାକୁ ପତାକଲାଗି ସେବା କୁହାଯାଏ । ଶ୍ରୀମନ୍ଦିର ଭିତରେ ଏବଂ ସିଂହଦ୍ୱାର ସାମନାରେ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଗଣ ଏହି ପତାକା ଲାଗି ଦର୍ଶନ କରି ଧନ୍ୟ ହୁଅନ୍ତି । ଚୁନରା ସେବକ ମାନେ ବେକରେ ନୂଆ ଧ୍ବଜା ବାନ୍ଧି ସେ ଶ୍ରୀମନ୍ଦିର ଆରୋହଣ କରିଥାନ୍ତି । ପ୍ରଥମେ ଅଁଳା ବେଢ଼ା ରେ ଥିବା ଧ୍ବଜା ମହାବୀର ଙ୍କୁ ଉପାସନା କରି ସେଠାରେ ଦୀପ ପ୍ରଜ୍ବଳନ କରି ସାରିବା ପରେ , ଅଁଳା ବେଢ଼ା ଉପରକୁ ଏକ ଲୁହା ସିକୁଳି ମାଧ୍ୟମରେ ଯାଇଥାନ୍ତି। ତତ୍ପରେ କଳସ ଉପରେ ଚଢ଼ି , ନୀଳଚକ୍ର ଶିଖରକୁ ଯାଇଥାନ୍ତି। । ସେଠାରେ ଥିବା ପୁରୁଣା ଧ୍ବଜା ପରିବର୍ତ୍ତନ କରି ନୂଆ ଧ୍ବଜା ଲାଗି କରିଥାନ୍ତି ଓ ଜଗତ ମଙ୍ଗଳ କାମନା କରିଥାନ୍ତି । ଏହି ବାନା ସାଧାରଣତଃ ଗାଢ଼ ନାଲି କିମ୍ବା ହଳଦିଆ ବର୍ଣ୍ଣ ଓ ବେଳେ ବେଳେ ଧଳା ରଙ୍ଗର ହୋଇଥାଏ । ଏହାର ମଧ୍ୟ ଭାଗରେ ଚନ୍ଦ୍ର ଓ ବିନ୍ଦୁ ଶ୍ୱେତ ରଙ୍ଗରେ ଅଙ୍କିତ ହୋଇଥାଏ । "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 Watch "JAY JAGANNATH TV" on DTH: TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397 Also available on all cable networks. For More Info please contact - 6372804618 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #patakalagidarshan #jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Comments
  • ପତକା ଲାଗି ଦର୍ଶନ କଲେ ଜୀବନର ଲକ୍ଷ ପୂରଣ ହୁଏ | 23 Mar-PATAKALAGI FULL VIDEO | JAY JAGANNATH TV 2 months ago
    ପତକା ଲାଗି ଦର୍ଶନ କଲେ ଜୀବନର ଲକ୍ଷ ପୂରଣ ହୁଏ | 23 Mar-PATAKALAGI FULL VIDEO | JAY JAGANNATH TV
    Опубликовано: 2 months ago
    2962
  • Patakalagi Darshan15-Jun-2025 | ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change 6 hours ago
    Patakalagi Darshan15-Jun-2025 | ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change
    Опубликовано: 6 hours ago
    4870
  • କାଶୀ ପଣ୍ଡିତଙ୍କ ପଣ୍ଡିତ ପଣିଆ ହଜିଗଲା ପୁରୀ ବଡ଼ଦାଣ୍ଡରେ | Jagannath Mahima | Shakti Shankar Mishra 6 months ago
    କାଶୀ ପଣ୍ଡିତଙ୍କ ପଣ୍ଡିତ ପଣିଆ ହଜିଗଲା ପୁରୀ ବଡ଼ଦାଣ୍ଡରେ | Jagannath Mahima | Shakti Shankar Mishra
    Опубликовано: 6 months ago
    80851
  • Exclusive Interview With Puri Sebayata Ram Chandra DasMohapara || Puri ||OR 4 weeks ago
    Exclusive Interview With Puri Sebayata Ram Chandra DasMohapara || Puri ||OR
    Опубликовано: 4 weeks ago
    178876
  • Puri chandanjatra last day ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା 3 weeks ago
    Puri chandanjatra last day ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା
    Опубликовано: 3 weeks ago
    428
  • ମମତାଙ୍କ ଅହଙ୍କାର ଓ ଜଗନ୍ନାଥ ମନ୍ଦିରର ରହସ୍ୟ | Face To Face With Jagannath Swain Mohapatra | PrameyaNews7 7 days ago
    ମମତାଙ୍କ ଅହଙ୍କାର ଓ ଜଗନ୍ନାଥ ମନ୍ଦିରର ରହସ୍ୟ | Face To Face With Jagannath Swain Mohapatra | PrameyaNews7
    Опубликовано: 7 days ago
    26048
  • ରାତିରେ ଭୀଷଣ ଜର, ହାତ ଯୋଡ଼ିଦେଲି,ହେପ୍ରଭୁ, କାଲି କଣ ଆପଣଙ୍କ ସେବା କରିପାରିବିନି ?ସକାଳୁ ଜରନାହିଁ ଆସିଲି ସେବା କଲି 2 years ago
    ରାତିରେ ଭୀଷଣ ଜର, ହାତ ଯୋଡ଼ିଦେଲି,ହେପ୍ରଭୁ, କାଲି କଣ ଆପଣଙ୍କ ସେବା କରିପାରିବିନି ?ସକାଳୁ ଜରନାହିଁ ଆସିଲି ସେବା କଲି
    Опубликовано: 2 years ago
    120043
  • ବ୍ଲାକ୍‌ ବକ୍ସର୍ ରହିଛି ସାଙ୍ଘାତିକ ସତ | Ahmedabad Plane Crash | Black Box | Air India Flight Crash 2 days ago
    ବ୍ଲାକ୍‌ ବକ୍ସର୍ ରହିଛି ସାଙ୍ଘାତିକ ସତ | Ahmedabad Plane Crash | Black Box | Air India Flight Crash
    Опубликовано: 2 days ago
    372853
  • ସ୍ନାନ ପୂର୍ଣ୍ଣିମା ୨୦୨୫ : ଡା ଅଂଶୁମାନ କର (ଧାରାବିବରଣୀ) 2 days ago
    ସ୍ନାନ ପୂର୍ଣ୍ଣିମା ୨୦୨୫ : ଡା ଅଂଶୁମାନ କର (ଧାରାବିବରଣୀ)
    Опубликовано: 2 days ago
    148
  • Mahaprabhu shree jagannatha Mangal Alati and Patitapabana Darshan live ⭕‼️⭕ #puri Streamed 10 days ago
    Mahaprabhu shree jagannatha Mangal Alati and Patitapabana Darshan live ⭕‼️⭕ #puri
    Опубликовано: Streamed 10 days ago
    202

Контактный email для правообладателей: [email protected] © 2017 - 2025

Отказ от ответственности - Disclaimer Правообладателям - DMCA Условия использования сайта - TOS



Карта сайта 1 Карта сайта 2 Карта сайта 3 Карта сайта 4 Карта сайта 5