У нас вы можете посмотреть бесплатно କଲରା ପତ୍ର ବରାବି ଏତେ ଟେଷ୍ଟି ଲାଗିପାରେ ୧୦୦% ସବୁ ବରାଠୁ ନିଆରା ବନାନ୍ତୁ ବହୁତ୍ ସହଜରେ ‼️KALARA PARTA BARA или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
କଳରା ପତ୍ର ବରା – କଳରା ପତ୍ର ବରା ହେଉଛି ଓଡ଼ିଆ ପାରମ୍ପରିକ ଓ ସ୍ୱାସ୍ଥ୍ୟକର ଖାଦ୍ୟ। ତାଜା କଳରା ପତ୍ରକୁ ବେସନ, ପିଆଜ, ଲୁଣ, ହଳଦୀ, ଜିରା, ଲଙ୍କା ଓ ଅଳ୍ପ ମସଲା ସହିତ ଭଲଭାବେ ମିଶାଇ ଗରମ ତେଲରେ ଭଜାଯାଏ। ବାହାରୁ କୁରକୁରା ଓ ଭିତରୁ ନରମ ଥିବା ଏହି ବରା ସ୍ୱାଦରେ ଅଲ୍ପ କଷା-ତିକ୍ତ ହେଲେ ମଧ୍ୟ ଖାଇବାକୁ ବହୁତ ମଜା ଲାଗେ। ପଖାଳ ଗରମ ସବୁଥିରେ ଜମିଲା ଭଳି ଖାଦ୍ୟ ଟିଏ । କଳରା ପତ୍ର ବରା ସ୍ୱାସ୍ଥ୍ୟ ପାଇଁ ବହୁତ୍ ଭଲ । #କଳରାପତ୍ରବରା #ଓଡ଼ିଆରେସିପି #ଓଡ଼ିଆଖାଦ୍ୟ #ପାରମ୍ପରିକରେସିପି #ସ୍ୱାସ୍ଥ୍ୟକରଖାଦ୍ୟ #ଘରୋଇରେସିପି #ବରାରେସିପି #KalarapatraBara #OdiaRecipe #TraditionalFood #HealthySnacks #LeafBara #IndianSnacks #VillageFood #HomeCooking #cooking #villagelife Welcome to Lima's kitchen 🙏❤️