У нас вы можете посмотреть бесплатно Pakistan Afghanistan conflict escalates after airstrikes или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ପାକିସ୍ତାନ-ଆଫଗାନିସ୍ତାନ ଭୟଙ୍କର ଯୁଦ୍ଧ... ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ କରିବା ଏବେ ପାକିସ୍ତାନକୁ ମହଙ୍ଗା ପଡିଛି । ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଆହୁରି ତିକ୍ତତା ହେବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ଏବେ ସୃଷ୍ଟି ହୋଇଛି ଯୁଦ୍ଧ ପରିସ୍ଥିତି । ପାକିସ୍ତାନୀ ପୋଷ୍ଟ ଉପରେ ତାଲିବାନ ଯୋଦ୍ଧାଙ୍କ ଆକ୍ରମଣ ପରେ ଏବେ ପାକିସ୍ତାନ ପୁଣି ଥରେ ବିମାନ ଆକ୍ରମଣ କରିଥିବାର ଖବର ମିଳିଛି । ପାକିସ୍ତାନର ଜାତୀୟ ଗଣମାଧମ ଗୁଡ଼ିକ ପକ୍ଷରୁ ଆକ୍ରମଣ ନେଇ ଖବର ପ୍ରସାରିତ ହୋଇଛି। ଆଫଗାନିସ୍ତାନ ରାଜଧାନୀ କାବୁଲ ସହ କାନ୍ଦାହାର ଓ ପକଟିଆରେ ସାମରିକ ପ୍ରତିଷ୍ଠାନ ଉପରେ ଏହି ଆକ୍ରମଣ ହୋଇଛି । ପାକିସ୍ତାନର ଏହି ଆକ୍ରମଣରେ ୫୮ ଜଣ ତାଲିବାନ ଯୋଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଆହତ ହୋଇଛନ୍ତି । Emerging Odisha is a regional news platform committed to delivering accurate and timely updates on Odisha’s political developments, governance, culture, and social issues. We aim to keep viewers informed with credible reporting, ground updates, and insightful analysis from across the state. ━━━━━━━━━━━━━━━━━━━━━━━ 📢 Follow Us On: ▶️ YouTube: Emerging Odisha 📘 Facebook: / 16p6lw6hy2 📸 Instagram: https://www.instagram.com/emergingodi... 🐦 Twitter (X): https://x.com/emerging_odisha?t=B6tLD... 🌐 Website: https://share.google/5GhyR0snPbqW9i6MO 📩 For inquiries: emergingodisha@gmail.com Do subscribe to Emerging Odisha for more daily updates and in-depth news coverage. #emergingodisha #pakistan #afghanistan #breakingnews #warupdate #taliban #internationalnews #southasia #globalconflict #latestupdate #militarynews #worldnews #securitycrisis #headline #newsupdate