У нас вы можете посмотреть бесплатно ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ ମଲ୍ଲିପୁର ଗ୍ରାମରେ ଭାରତ ଗ୍ୟାସ ଡିପୋ ଉଦଘାଟିତ ! dasarathpur, jajpur. или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ ମଲ୍ଲିପୁର ଗ୍ରାମରେ ଭାରତ ଗ୍ୟାସ ଡିପୋ ଉଦଘାଟିତ ! ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ତ ମଲ୍ଲିପୁର ଗ୍ରାମରେ ଆଜି ଶ୍ରୀକୃଷ୍ଣ ଭାରତ ଗ୍ରାମୀଣ ଗ୍ୟାସ ବିତରଣ କେନ୍ଦ୍ର ଆଜି ଉଦଘାଟନ ହୋଇଯାଇଛି।ଦଶରଥପୁର ବ୍ଲକ ବିଡ଼ିଓ ଆକାଶ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଫିତାକାଟି ଏହି ଭାରତ ଗ୍ୟାସ ବିତରଣ କେନ୍ଦ୍ରଟିକୁ ଉଦଘାଟନ କରିଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ଦଶରଥପୁର ବ୍ଲକ ସହକାରୀ ଯନ୍ତ୍ରୀ ରାହାସ ବିହାରୀ ଜେନା,୬ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ,ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଜୟପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଉକ୍ତ ଗ୍ୟାସ ବିତରଣ କେନ୍ଦ୍ର ଖୋଲିବା ପରେ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ,କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ,ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ୨୦ଟି ପଞ୍ଚାୟତର ପ୍ରାୟ ୧୦ହଜାର ଲୋକ ଉପକୃତ ହୋଇପାରିବେ ବୋଲି ଶ୍ରୀକୃଷ୍ଣ ଗ୍ୟାସ ବିତରକ ସୁବ୍ରତ କୁମାର ପଣ୍ଡା କହିଥିବା ବେଳେ ବନ୍ୟା ସମୟରେ ଦୁର୍ଦ୍ଦିନ ସମୟରେ ଦଶରଥପୁର ବ୍ଲକର କୟାଁ,କମାରଡ଼ିହ, ଖାନନଗର,ନିଜାମପୁର,ଦତ୍ତପୁର ଆଦି ପଞ୍ଚାୟତର ଲୋକ ମାନେ ସୁବିଧା ପାଇପାରିବେ ବୋଲି ଦଶରଥପୁର ବ୍ଲକ ବିଡ଼ିଓ ଆକାଶ ପଟ୍ଟନାୟକ କହିଛନ୍ତି। #dasarathpur #jajpur #bharatgas Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha