У нас вы можете посмотреть бесплатно ୨୯ ବର୍ଷରେ ପାଦ ଦେଲା ବିଜେଡି ; ଶଂଖ ଭବନରେ ନେତା ଓ କର୍ମୀଙ୍କୁ ନବୀନଙ୍କୁ ଦେବେ ସେବାର ଗୁରୁମନ୍ତ୍ର или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#NandighoshaTV #bjd #FoundationDay #ଆଜି_ବିଜୁ_ଜନତା_ଦଳର_ପ୍ରତିଷ୍ଠା_ଦିବସ ୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଚଳିତ ବର୍ଷ ସେବା, ସ୍ୱାଭିମାନ ଓ ସଂଗ୍ରାମର ବାର୍ତ୍ତା ଦେଇ ବିଜେଡି ପାଳନ କରୁଛି ୨୯ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇ ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେବେ। Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile. Visit Our Website: http://nandighoshatv.com/ Watch Live: http://nandighoshatv.com/live/ Whatsapp: https://whatsapp.com/channel/0029Va5P... YouTube: / nandighoshatv Facebook: / nandighoshatv Twitter: / nandighoshatv Instagram: / nandighoshatv