У нас вы можете посмотреть бесплатно Koraput Journey part-3 ଡୁଡୁମା ଜଳପ୍ରପାତ କୋରାପୁଟ //Duduma waterfall,Koraput/ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଆଜିର ଏହି vlog ରେ ଆମେ କୋରାପୁଟ ଜିଲ୍ଲାର ସୁନ୍ଦର ପର୍ଯ୍ୟଟନ ସ୍ଥଳ Duduma Waterfall କୁ ବୁଲିବାକୁ ଯାଇଥିଲୁ। ପ୍ରକୃତିର ମଧ୍ୟରେ ପାହାଡ଼ ଓ ଜଙ୍ଗଲ ଘେରା ଏହି ଜଳପ୍ରପାତ ଦେଖିବାକୁ ବହୁତ ସୁନ୍ଦର ଲାଗେ। Machkund ନଦୀର ପାଣି ଉଚ୍ଚ ପାହାଡ଼ରୁ ତଳକୁ ପଡ଼ି ବହୁତ ଆକର୍ଷଣୀୟ ଦୃଶ୍ୟ ସୃଷ୍ଟି କରେ। ଏଠାର ଶାନ୍ତ ପରିବେଶ ଓ ପ୍ରକୃତିର ସୁନ୍ଦର ଦୃଶ୍ୟ ଦେଖିଲେ ମନକୁ ବହୁତ ସୁଖ ମିଳେ। ସାଙ୍ଗମାନଙ୍କ ସହ ଏହି ଟ୍ରିପ୍ ଖୁବ ମଜା ହେଲା। ଯଦି ତୁମେ ପ୍ରକୃତିକୁ ଭଲ ପାଅଛ, ତେବେ ଏହି ଜଗାକୁ ନିଶ୍ଚୟ ଥରେ ଯାଇ ଦେଖନ୍ତୁ। 📍 Location: Duduma Waterfall, Koraput, Odisha #DudumaWaterfall #Koraput #KoraputTour #OdishaTourism #TravelVlog #NatureBeauty #Waterfall #OdishaVlog #ExploreOdisha #TravelWithFriends #NatureLover #IndianTravel 🙏 Video ଭଲ ଲାଗିଲେ Like, Share & Subscribe କରନ୍ତୁ।