У нас вы можете посмотреть бесплатно Kebe Pheributu Papu I କେବେ ଫେରିବୁ ତୁ ପାପୁ I Amit Pani New Song I Odia New Song I Amit Pani Oficial или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ପ୍ରିୟଦର୍ଶକ ବନ୍ଧୁଗଣ, ପ୍ରଭୁଯୀଶୁଙ୍କ ସୁମଧୁର ନାମରେ ମୁଁ ମୋର ଅଗଣିତ ଗୀତପ୍ରେମୀ ଭାଇ ଓ ଭଉଣୀ ସମସ୍ତଙ୍କୁ ଭକ୍ତିଭରା ନମସ୍କାର ଜ୍ଞାପନ କରେ.. ଖ୍ରୀଷ୍ଟଙ୍କ ସେବାରେ ମୁଁ ଆପଣମାନଙ୍କ ସଭିଙ୍କ ପ୍ରିୟର ସୁସମାଚାର ଗାୟକ ଭାଇ ଅମିତ ପାଣି.. ପ୍ରଭୁଙ୍କ ଅନୁଗ୍ରହ ଓ ମହାକରୁଣା ସକାଶୁ... ପ୍ରଭୁ ଆମ ସଭିଙ୍କୁ ଜୀବନରେ ବଞ୍ଚିବାର ରାହା ପ୍ରଦାନ କରି ସଦାସର୍ବଦା ଯେକୌଣସି ଅପ୍ରିତିକର ପରିସ୍ଥିତି ହେଲେ ମଧ୍ୟ ଆମ ସହବର୍ତ୍ତୀ ପରମେଶ୍ୱର ହୋଇ ଆସିଛନ୍ତି.. ଏଣୁ ପ୍ରଭୁ ଦେଇଥିବା ଏହି ଅନୁଗ୍ରହର ସମୟକୁ ଅଯଥାରେ ବ୍ୟର୍ଥ ନ କରି ଆମ ଜୀବନ ଚାଲିଯିବା ପୂର୍ବରୁ ନିଜ ନିଜ ଜୀବନକୁ ସମୀକ୍ଷା କରି ପାପ ପଥରୁ ଫେରି ଆସି, ଧନ ଲୋଭରୁ ମନଫେରଣ କରି, ଏହି ପାପଭରା ଜଗତ ମଧ୍ୟରେ ନିଜ ଆତ୍ମାକୁ ଯୀଶୁଙ୍କ ସେହି ଦ୍ଵିତୀୟ ଆଗମନ ନିମନ୍ତେ ପ୍ରସ୍ତୁତ କରିବା ପାଇଁ..ଲୋକଙ୍କ ମନରେ ଏକ ସଚେତନତାର ବାର୍ତା ପହଞ୍ଚାଇବା ଅଭିପ୍ରାୟ ନେଇ ପ୍ରସ୍ତୁତ କରିଅଛୁ ଏକ ମନଲୋଭା ଖ୍ରୀଷ୍ଟୟ ଭକ୍ତି ସଂଗୀତ -- ** କେବେ ଫେରିବୁ ତୁ ପାପୁ ** -- ଗୀତର ଅର୍ଥ ଓ ମର୍ମ ଅତ୍ୟନ୍ତ ହୃଦୟ ସ୍ୱର୍ତ୍ସି ହୋଇଛି.. ଆଶାକରୁଛୁ କି, ଏହି ଗୀତଟି ନିଶ୍ଚୟ ଆପଣମାନଙ୍କ ମନକୁ ଛୁଇଁବ ଓ ସମସ୍ତଙ୍କ ଆତ୍ମିକ ଜୀବନରେ ପ୍ରଭୁଙ୍କୁ ଲକ୍ଷକରି ଆଗକୁ ବଢିବାପାଇଁ ସହାୟକ ହବ..ଯେପରିକି ଆମେ ଆହୁରି ଆହୁରି ନୂଆ ନୂଆ ଭକ୍ତି ସଂଗୀତ ପ୍ରସ୍ତୁତ କରିବାପାଇଁ ସକ୍ଷମ ହୋଇପାରିବୁ ଏଣୁ ଆପଣମାନଙ୍କ ପ୍ରାଥନା ଓ ଆଶୀର୍ବାଦ କାମନା କରୁଅଛୁ.. Kebe Feribu Tu Papu (Full video song ) || new odia Christian song 2022 | studio version || : ~ Song credit's -- :~ song title - Kebe Feribu Tu Papu :~ Singer - Gospel Singer Amit Pani :~ Lyrics - Sundar Kumar :~ Music arrangement & programming - Bapi Samal :~ Recording and mixing - Pratibha studio CTC :~ poster - Chiku :~ Banner - Amit Pani Official :~ Whatspp & Contact - +91 82497 15509 :~ Special thanks - Bro Susajit.. Some Super hit Music Link's - • Pheriare Bandhu I Amit Pani Good Friday So... • BANCHIBI TUMA PAIN || ବଞ୍ଚିବି ତୁମ ପାଇଁ || ... • Jibana Mo Jibana ll Amit Pani new odia chr... • ଉଠ ଉଠ || ODIA CHRISTMAS SONG 2019 || BY SI... • Dhali Dia Tuma Pabitra Atma ll Cover Video... #Amitpaniodiachristiansong #Newchristiansong #odiachristianchristmassong #Amitpanichristmassong #Amitpanihindichristiansong