У нас вы можете посмотреть бесплатно ଧରାପଡିଲେ ନକଲି ଡିଏସପି ମାନସ ସେନାପତି || Fake DSP Arrested in Bhubaneswar for Fraud || Odisha Reporter или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ସିଏ ରାଜଧାନୀର ଗଳିକନ୍ଦି ବୁଲୁଥିଲେ। ପୁଲିସର ପରିଚୟ ଦେଇ ଲୋକଙ୍କୁ ଭୁତେଇବାକୁ ଯୋଜନା କରୁଥିଲେ। ପାଖରେ ଥିଲା ବିଡା ବିଡା ନକଲି ଟଙ୍କା। ନକଲି ପୁଲିସ ପରିଚୟ ପତ୍ର, ଆଉ ଖାକି ବର୍ଦ୍ଧି। ସବୁ ନକଲି ଭିତରେ ଅସଲି କେବଳ ଏଇ ୧୬ ହଜାର ଟଙ୍କା। କିନ୍ତୁ ଲୋକଙ୍କୁ ଭୁଆଁ ବୁଲାଇବାକୁ ତାଙ୍କ ପାଖରେ ରହିଥିବା ଏହି ବିଡା ବିଡା ନକଲି ନୋଟ୍। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter #FakeOfficer #CrimeAlert #BhubaneswarNews #BhubaneswarCrime #PoliceFraud