У нас вы можете посмотреть бесплатно Ganga Jharuchhi Matharu Jaara - Shiva Bhajan ଗଙ୍ଗା ଝରୁଛି ମଥାରୁ | Namita Agrawal | Sidharth Music или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Song : Ganga Jharuchhi Matharu Jaara ------------------------------------------------------- Create Your Reels Here :- https://bit.ly/3h2YAmg ------------------------------------------------------- Singer : Namita Agrawal Album : Shiba Kalyana Album No : SM-1422 Lyrics : Basantaraj Samal Music : Prem Anand ------------------------------------------------------ ♪ Full Song Available on ♪ ►JioSaavn : https://bit.ly/2EbFl6v ►Wynk : https://bit.ly/34iPbhN ►Resso : ►Spotify : https://spoti.fi/2PjC3Vj ►Gaana : https://bit.ly/2ROYhQS ►Apple Music : https://apple.co/38w0F4F ►Amazon Prime Music : https://amzn.to/2PheLPX ----------------------------------------------------- ଥରେ ରାଜା ସଗର ଅଶ୍ୱମେଧ ଯଜ୍ଞ କରୁଥିଲେ ଓ ତାଙ୍କର ଘୋଡ଼ା ନିୟମ ମୁତାବକ ଛାଡ଼ିଦିଆଯାଇଥିଲା । ସେହି ଘୋଡ଼ାକୁ ଇନ୍ଦ୍ର ଦେବତା ଲୁଚେଇକରି ନେଇ ପାତାଳରେ କପିଳ ମୂନୀଙ୍କ ଆଶ୍ରମରେ ଛାଡ଼ିଦେଲେ । ମୂନୀ ସେତେବେଳକୁ ତପସ୍ୟାରତ ଥିଲେ । ଘୋଡ଼ାକୁ ଖୋଜି ଖୋଜି ସଗରଙ୍କର ୬୦,୦୦୦ପୁତ୍ର ମୂନୀଙ୍କର ଆଶ୍ରମରେ ପହଞ୍ଚିଲେ । ମୂନୀଙ୍କୁ ଚୋର ଭାବି ସେମାନେ ଭୀଷଣ ଭାବରେ ଗାଳିଗୁଲଜ କଲେ । ତପରତ ମୂନୀଙ୍କର ତପସ୍ୟା ଭଗ୍ନ ହେବାରୁ ସେ ଆଖି ଖୋଲିଲେ ଓ ଦେଖୁ ଦେଖୁ ୬୦,୦୦୦ ପୁତ୍ର ଭସ୍ମୀଭୂତ ହୋଇଗଲେ । ତାଙ୍କର ଆତ୍ମା ଉପଯୁକ୍ତ ଦାହ ସଂସ୍କାର ଅଭାବରୁ ଭୂତ ହୋଇ ଘୁରିବୁଲିଲେ । ଏହା ପରେ ସଗରଙ୍କର ପୁତ୍ର ଅଂଶୁମାନ ଓ ଦିଲିପ ତାଙ୍କ ସମୟରେ ବ୍ରହ୍ମାଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ । ତା'ପରେ ଭଗୀରଥ ଜନ୍ମ ଗ୍ରହଣ କରି ସେମାନଙ୍କୁ ଉଦ୍ଧାର କରିବାକୁ ବ୍ରହ୍ମାଙ୍କୁ ପ୍ରାର୍ଥନା କରିବାରୁ ସେ ଗଙ୍ଗାଙ୍କୁ ସ୍ୱର୍ଗରୁ ମର୍ତ୍ତ୍ୟାରୋହଣ କରିବାକୁ ଆଦେଶ ଦେଲେ । ତାଙ୍କର ଭୂପତନ ସମୟର ଆଘାତକୁ ରକ୍ଷା କରିବାକୁ ଶିବଙ୍କୁ ଭଗୀରଥ ପ୍ରାର୍ଥନା କଲେ । ଅପମାନିତା ଗଙ୍ଗା ଧରିତ୍ରୀକୁ ଧ୍ୱଂସ କରିବାକୁ ସ୍ୱର୍ଗରୁ ଖସିଲେ କିନ୍ତୁ ଶିବଙ୍କ ମଥାରେ ଥିବା ଜଟାରେ ପଡ଼ିବା ପରେ ଏକ ଛୋଟ ସ୍ରୋତ ହୋଇ ବୋହିବାକୁ ଲାଗିଲେ ।ଗଙ୍ଗା ନଦୀ ଏକ ପବିତ୍ର ନାମ ଯାହାକୁ ମାନବୀକରଣ କରାଯାଇ ଦେବୀ ଗଙ୍ଗା ନାମରେ ପୂଜା କରାଯାଉଛି ।ଗଙ୍ଗା ନଦୀରେ ସ୍ନାନ କଲେ ସକଳ ପାପ ଧ୍ରୌତ ହୋଇ ମୋକ୍ଷ ହେବା ବିଶ୍ୱାସ ରହିଛି । ଗଂଗାକୁ ମହାଦେବ ଶିବ ଜଟାରେ ଧାରଣ କରିଛନ୍ତି ବୋଲି ସେ ଗଂଗାଧର , ସେଇ ଗଂଗାଧରଂକ ଦର୍ଶନରେ ସକଳ ପାପରୁ ମୁକ୍ତି ମିଳେ ------------------------------------------------------ Editing & DI : Chandan Panda Thumbnail Design : Bikash & Tapan Digital Grading : Shivananda Jena DI At : Sidharth Studio Camera Associate : Rintu, Narendra & Vicky IT Support : Durga Prasad Das Makeup : Deepak Recorded At : Sidharth Studio Voice Dubbing By : Munna & Pappu Mastering By : Sitaram Agrawal Banner : Sidharth Music Producer : Sitaram Agrawal & Namita Agrawal Music Label : Sidharth Music ------------------------------------------------------ Set Caller Tune ; Operator Codes: Vodafone Subscribers Dial 53712802908 Airtel Subscribers Dial 5432114382043 Idea Subscribers Dial 567891347435 BSNL (South / East) Subscribers sms BT 1347435 To 56700 Also available on Jio Tunes ------------------------------------------------------ "Sidharth Music" ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଏହି Video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ Video ର Notification ପାଇବା ପାଇଁ "Namita Agrawal" YouTube Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I ----------------------------------------------------- Watch & Subscribe to our other YouTube Channels: 👉 Namita Agrawal : / namitaagrawal 👉 Sidharth Music: / sidharthmusic 👉 Sidharth TV : / sidharthtv 👉 Sidharth Bhakti: / sidharthbhakti ------------------------------------------------------ Enjoy & stay connected with us! 👉 Like us on Facebook : / namitaagrawalofficial ------------------------------------------------------ #SidharthBhakti #SidharthTV #NamitaAgrawal #SidharthMusic #SitaramAgrawal