У нас вы можете посмотреть бесплатно Kapilash Temple Vlog: Exploring the Kailash of Odisha! 🙏🏔️ или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ନମସ୍କାର ସମସ୍ତଙ୍କୁ! 🙏 ଆଜିର ଏହି ଭିଡିଓରେ ମୁଁ ଆପଣମାନଙ୍କୁ ଓଡ଼ିଶାର ଏକ ଅତି ପବିତ୍ର ଏବଂ ସୁନ୍ଦର ସ୍ଥାନ—ଢେଙ୍କାନାଳର କପିଳାସ ମନ୍ଦିରକୁ ନେଇକି ଯାଉଛି। ଏହାକୁ 'ଓଡ଼ିଶାର କୈଳାସ' ବୋଲି କୁହାଯାଏ, ଯେଉଁଠି ପ୍ରଭୁ ଚନ୍ଦ୍ରଶେଖର (ମହାଦେବ) ବିରାଜ ମାନ କରିଛନ୍ତି। ମୋ ସହିତ ଏହି ଯାତ୍ରାରେ ସାମିଲ ହୁଅନ୍ତୁ, ଯେଉଁଠି ଆମେ ୧୩୫୨ଟି ପାହାଚ ଚଢ଼ିବା, ପାହାଡ଼ର ସୁନ୍ଦର ଦୃଶ୍ୟକୁ ଉପଭୋଗ କରିବା ଏବଂ ମୋର Travel Makeup Routine ମଧ୍ୟ ମୁଁ ଆପଣଙ୍କ ସହ ଶେୟାର କରିବି ଯାହା ଏତେ ପାହାଚ ଚଢ଼ିବା ପରେ ବି ପରଫେକ୍ଟ ରହିଛି! 💄✨ Whether you love travel, spirituality, or beauty tips, this vlog has it all. Don't forget to LIKE, SHARE, and SUBSCRIBE for more such travel vlogs! ❤️ 📍 Location: Kapilash Hill, Dhenkanal, Odisha, India. 🔱 Om Namah Shivaya! #KapilashTemple #OdishaTourism #TravelVlog #LordShiva #MahadevDarshan #KailashOfOdisha #Dhenkanal #TravelMakeup #AdventureVlog #ExploreOdisha #GRWM #SpiritualJourney