У нас вы можете посмотреть бесплатно ଦଃପି ମାନ ଲୁଗୁଲୁଗୁନା // NEW KUI CHRISTIAN SONG// SINGER - DK DHARMENDRA & JOHN DIGAL... или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
Praise The lord ... ପ୍ରଭୁ ଯୀଶୁଙ୍କ ମହତ୍ ନାମ ଧନ୍ୟ ହେଉ...P. Salman Official Music ତରଫରୁ ସମସ୍ତ ଶ୍ରୋତା ମଣ୍ଡଳୀକୁ ଖ୍ରୀଷ୍ଟ ପ୍ରେମରେ ଭକ୍ତିପୂର୍ଣ୍ଣ ନମସ୍କାର। ପ୍ରଭୁ ଯୀଶୁଙ୍କ ପ୍ରଶଂସା ଓ ଗୌରବ ଉଦ୍ଦେଶ୍ୟରେ ଏକ ନୂତନ ଭିନ୍ନ ସ୍ୱାଦର ମୋନଛୁଆଁ କୁଇ ଗୀତ"ଦଃପି ମାନ ଲୁଗୁଲୁନା" ଖ୍ରୀଷ୍ଟୀୟ ପ୍ରଶଂସା ଗୀତି ଭେଟି ଦେଇଛୁ ଦେଖିବାକୁ ଜମାରୁ ଭୁଲନ୍ତୁ ନାହିଁ। ଆଶା ରଖୁଛୁ ଏହି ମନଛୁଆଁ ଗୀତଟି ପ୍ରଭୁଙ୍କର ଗୌରବ ଉଦ୍ଧେଶ୍ୟରେ ବ୍ୟବହୃତ ହେଇ ପାରିବ ଓ ଆପଣ ମାନଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ନିଶ୍ଚୟ ସହାୟକ ହେବ। ଯେପରି ଆମର ପରିଶ୍ରମ ସାର୍ଥକ ହେଇ ପାରିବ ଏଥି ନିମନ୍ତେ ପ୍ରାର୍ଥନାରେ ତୋଳି ଧରନ୍ତୁ। ଯେପରି ଆମେ ପ୍ରଭୁଙ୍କର ଗୌରବ ନିମନ୍ତେ ନୂତନ ନୂତନ ଗୀତ ଭେଟି ଦେବୁ "ସେଥିପାଇଁ ମଧ୍ୟ ଆପଣ ମାନେ ପ୍ରାର୍ଥନାରେ ସ୍ମରଣ କରନ୍ତୁ , ଏବଂ P. Salman YouTube Channel କୁ Support କରନ୍ତୁ । ଧନ୍ୟବାଦ। [ SONG CREDIT ] SINGER 🎶 DK Dharmendra & John Digal 🎶 Lyrics - John Digal 🎶 Music -DK Dharmendra & John Digal 🎶 Music aarengement Kuna Dada 🎶 Producer - Chandini Digal 🎶 Supported - Sanjukta Digal 🎶Thumbnail - Subash Pradhan 🎶 Special thanks - Ashok Digal , Nakul Digal & Rajesh Digal 🎶 Banner - P. Salman Official Music CONTACT 8480423457,8249732286 #newChristmassong2024 #newsuperhithumansagarsong #Christmasdancingsong #newsumbelpurchristmassong #newamitipanisong2024 #jaganmahannagsong #2024bestsongsChristmas #newdancingsongs2024 #Christmassongshumansagar #newsongs2024 #newsuperhitsongs2024 #tranakartajishusong #dkdharmendrasongs #newsong2025 #newchristimashsong #2025newchristimashsong #jesussongsnew