У нас вы можете посмотреть бесплатно ମୁହଁ ଖୋଲିଲେ ରବୀନ୍ଦ୍ର || Balasore Politics || BJD || Former MP Rabindra Jena || Odisha Reporter или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ମୁହଁ ଖୋଲିଲେ ରବୀନ୍ଦ୍ର || Balasore Politics || BJD || Former MP Rabindra Jena || Odisha Reporter ବ୍ୟାନରରେ ନବୀନ ଓ ଶଙ୍ଖଚିହ୍ନ ନଥିବା ପ୍ରସଙ୍ଗରେ ମୁହଁ ଖୋଲିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା । ସବୁ କାର୍ଯ୍ୟକ୍ରମକୁ ରାଜନୀତିକରଣ କରିବାର ଆବଶ୍ୟକତା ନାହିଁ । ଯେତେବେଳେ ପାର୍ଟି ପୋଲିଟିକ୍ସ ଭିତରେ କାର୍ଯ୍ୟକ୍ରମ କରାଯାଏ ବା ପାର୍ଟିର ନିର୍ଦ୍ଦେଶରେ କରାଯାଏ ପାର୍ଟି ଲାଇନରେ କରାଯାଏ ସେତେବେଳେ ଦଳର ନେତା, ଦଳର ସିମ୍ବଲ ରଖାଯାଏ । ରାଜନୀତିରେ ଆଗମୀ ଦିନରେ କିଛି ନିଷ୍ପତ୍ତି ନେବାର ଅଛିକି ପ୍ରଶ୍ନରେ ରବୀନ୍ଦ୍ର କହିଛନ୍ତି, କିଛି ନାହିଁ , ସମୟ କହିବ ସମୟ ତାର ଜବାବ ଦେବ । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter #OdishaReporter #BJD #NaveenPatnaik #rabindrajena #balasore