У нас вы можете посмотреть бесплатно ବିଶ୍ବକପ୍ ଫାଇନାଲରେ ଟିମ୍ ଇଣ୍ଡିଆ ଏଣ୍ଟ୍ରି ,ଇଂଲଣ୍ଡ ସହ ହେବ ମୁହାଁମୁହିଁ ! India to reach U19 World Cup Final или скачать в максимальном доступном качестве, видео которое было загружено на ютуб. Для загрузки выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием видео, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
ଅଣ୍ଡର-୧୯ ବିଶ୍ବକପ୍ ଫାଇନାଲରେ ଏଣ୍ଟ୍ରି ମାରିଲା ଟିମ୍ ଇଣ୍ଡିଆ,ଇଂଲଣ୍ଡ ସହ ହେବ ମୁହାଁମୁହିଁ ! ବିଶ୍ବକପ୍ ଫାଇନାଲରେ ‘ବ୍ଲୁ ବ୍ରିଗେଡ’ । ଅଣ୍ଡର-୧୯ ବିଶ୍ବକପ ଫାଇନାଲକୁ ଗଲା ଟିମ୍ ଇଣ୍ଡିଆ । ଫେବ୍ରୁଆରୀ ୬ରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ଭେଟିବ ଭାରତ । ଭାରତୀୟ ଅଣ୍ଡର-୧୯ ଦଳ ଦ୍ୱିତୀୟ ସେମିଫାଇନାଲରେ ଆଫଗାନିସ୍ତାନକୁ ୭ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ହରାରେଠାରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ୩୧୧ ରନର ବିଶାଳ ଲକ୍ଷ୍ୟକୁ ମାତ୍ର ୪୧.୧ ଓଭରରେ ହାସଲ କରି ନୂଆ ରେକର୍ଡ କରିଛି । India to reach U19 World Cup Final #India #reach #U19 #WorldCupFinal #SPORTS #CRICKET #pratidintv #SPORTSNEWS Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha