У нас вы можете посмотреть бесплатно ରାତି ଅଧରେ ମେଡିକାଲରେ ମନ୍ତ୍ରୀ | Odisha Reporter или скачать в максимальном доступном качестве, которое было загружено на ютуб. Для скачивания выберите вариант из формы ниже:
Если кнопки скачивания не
загрузились
НАЖМИТЕ ЗДЕСЬ или обновите страницу
Если возникают проблемы со скачиванием, пожалуйста напишите в поддержку по адресу внизу
страницы.
Спасибо за использование сервиса ClipSaver.ru
#ମନ୍ତ୍ରୀଙ୍କ_ରାତି_ଅଧିଆ_ମେଡିକାଲ_ପରିଦର୍ଶନ ରାତି ଅଧରେ ଅଚାନକ ମେଡିକାଲରେ ପହଞ୍ଚିଲେ ମନ୍ତ୍ରୀ ବିଭୂତି ଜେନା । ଆହତଙ୍କୁ ଭେଟି ପଚାରି ବୁଝିଲେ ସ୍ୱାସ୍ଥ୍ୟବସ୍ଥା ଓ ଚିକିତ୍ସା ସମ୍ପର୍କରେ । ମୋହନାରୁ ବ୍ରହ୍ମପୁର ଆସିବା ରାସ୍ତାରେ ତପ୍ତପାଣି ଘାଟି ନିକଟରେ ଗତକାଲି ଏକ ବସ୍ ଦୁର୍ଘଟଣା ହୋଇ 30ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ । ସେମାନଙ୍କୁ କିଭଳି ଉନ୍ନତ ଚିକିତ୍ସା ମିଳିବ, ତାହାର ତଦାରଖ କରିବା ପାଇଁ ଏମକେସିଜି ମେଡିକାଲ୍ ରେ ରାତି ଅଧରେ ପହଞ୍ଚିଥିଲେ ମନ୍ତ୍ରୀ ବିଭୂତି ଜେନା । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter #Medicalvisit #berhampur #MKCGMedical #Bibhutijena